T-20 World Cup 2024: ଜାଣନ୍ତୁ କାହିଁକି ଟି-୨୦ ବିଶ୍ୱକପରୁ ବାଦ ପଡ଼ିପାରନ୍ତି ବିରାଟ!

T-20 World Cup 2024: ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପରୁ (T20 World Cup 2024) । ୱେଷ୍ଟଇଣ୍ତିଜ ଓ ଆମେରିକାରେ ଆୟୋଜନ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପରୁ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ସ୍ଥାନ ମିଳିବା ନିଶ୍ଚିତ ନୁହେଁ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିକଟରେ ପୁଣି ଥରେ ବାପା ହୋଇଛନ୍ତି କିଙ୍ଗ କୋହଲି ।

T-20 World Cup 2024: ଜାଣନ୍ତୁ କାହିଁକି ଟି-୨୦ ବିଶ୍ୱକପରୁ ବାଦ ପଡ଼ିପାରନ୍ତି ବିରାଟ!

About the Author