Ravi Ashwin: ଭାରତରେ ସର୍ବାଧିକ ଟେଷ୍ଟ ୱିକେଟ୍ ନେବା ବୋଲର ହେଲେ ଅଶ୍ୱିନ୍, ଭାଙ୍ଗିଲେ ଏହି ଭେଟେରାନଙ୍କ ରେକର୍ଡ

Ravichandran Ashwin Records: ଓଲି ପୋପଙ୍କ ବ୍ୟତୀତ ଅଶ୍ୱିନ୍ ମଧ୍ୟ ବେନ୍ ଡକେଟ୍, ଜୋ ରୁଟ୍, ବେନ୍ ଫକ୍ସ ଏବଂ ଜେମ୍ସ ଆଣ୍ଡରସନଙ୍କୁ ଆଉଟ୍ କରିଛନ୍ତି। ନିକଟରେ ଟେଷ୍ଟରେ ୫୦୦ ୱିକେଟ୍ ପୂରଣ କରିଥିବା ଏହି ବୋଲର ବର୍ତ୍ତମାନ ପୂର୍ବତନ ସ୍ପିନର ଅନିଲ କୁମ୍ବଲେଙ୍କ (Anil Kumble) ରେକର୍ଡ ଭାଙ୍ଗିଛନ୍ତି।

Ravi Ashwin: ଭାରତରେ ସର୍ବାଧିକ ଟେଷ୍ଟ ୱିକେଟ୍ ନେବା ବୋଲର ହେଲେ ଅଶ୍ୱିନ୍, ଭାଙ୍ଗିଲେ ଏହି ଭେଟେରାନଙ୍କ ରେକର୍ଡ
Image Credit: Ravichandran Ashwin Records

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More