IND vs ENG semi Final: ଟସ ଜିତିଲା ଇଂଲଣ୍ଡ, ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ; ଦେଖନ୍ତୁ ଉଭୟ ଟିମର ଚୂଡ଼ାନ୍ତ ଏକାଦଶ

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ଅର୍ଥାତ୍ ଜୁନ୍ ୨୭ ଗୁରୁବାର ଦିନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳର ଖେଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯଦି ବ

IND vs ENG semi Final: ଟସ ଜିତିଲା ଇଂଲଣ୍ଡ, ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ; ଦେଖନ୍ତୁ ଉଭୟ ଟିମର ଚୂଡ଼ାନ୍ତ ଏକାଦଶ

About the Author