IND vs ZIM: ଘୋଷଣା ହେଲା ଟି୨୦ ସିରିଜ, ଜାଣନ୍ତୁ ପୂରା ସିଡ୍ୟୁଲ

ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତରେ ଯିବ ଭାରତ। ଟି୨୦ ବିଶ୍ୱକପ ପରେ ଭାରତ ଜିମ୍ବାୱେ ଗସ୍ତରେ ଯାଇ ଏହି ଟି୨୦ ସିରିଜ ଖେଳିବ ବୋଲି ସୂଚନା ରହିଛି। ତେବେ ଏହି ସିରିଜ ଟି୨୦ ବିଶ୍ୱକପ ପରେ ଖେଳିବ ବୋଲି ଜିମ୍ବାୱେ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମଙ୍ଗଳବାର ଦିନ କଣ୍ଟ୍ରୋଲ୍ ଅଫ୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ ଜିମ୍ବାୱେ କ୍ରିକେଟ୍ ବୋର

IND vs ZIM: ଘୋଷଣା ହେଲା ଟି୨୦ ସିରିଜ, ଜାଣନ୍ତୁ ପୂରା ସିଡ୍ୟୁଲ

About the Author