WTC Point Table: ସିରିଜ ଜିତିବା ପରେ ଭାରତୀୟ ମାନ୍ୟତାରେ ଉନ୍ନତି

ନୂଆଦିଲ୍ଲୀ: ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲ୍ ୨୦୨୩-୨୫​​ରେ ଏକ ବଡ଼ ସଫଳତା ହାସଲ କରି ନେଇଛି। ରାଞ୍ଚି ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲରେ ରୋହିତ ବ୍ରିଗେଡ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୩-୨୫ ​​ଟେଷ୍ଟ ଚାମ୍ପିଅନସ

WTC Point Table: ସିରିଜ ଜିତିବା ପରେ ଭାରତୀୟ ମାନ୍ୟତାରେ ଉନ୍ନତି

About the Author