Team India T20 captain: ହାର୍ଦ୍ଦିକ ପାଣ୍ଡ୍ୟା ପାଇଲେ ଟିମ୍ ଇଣ୍ଡିଆର କମାଣ୍ଡ, ରେସରୁ ବାଦ ପଡିଲେ ଏହି ଦୁଇ ଖେଳାଳି!

India squad for Sri Lanka tour: ୩୦ ବର୍ଷୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ଓ ସେ ବିସିସିଆଇକୁ ଏହା ଜଣାଇଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ସେ ଅଧିନାୟକତ୍ୱ କରିବାକୁ ପ୍ରସ୍ତୁତ ଅଛନ୍ତି।

Team India T20 captain: ହାର୍ଦ୍ଦିକ ପାଣ୍ଡ୍ୟା ପାଇଲେ ଟିମ୍ ଇଣ୍ଡିଆର କମାଣ୍ଡ, ରେସରୁ ବାଦ ପଡିଲେ ଏହି ଦୁଇ ଖେଳାଳି!
Image Credit: Team India T20 captain

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More