Sunil Chhetri retires: ଅବସର ନେଲେ ଭାରତୀୟ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ

Sunil Chhetri retires: ସୁନୀଲ ଛେତ୍ରୀ ତାଙ୍କ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ୧୫୧ ମ୍ୟାଚ୍ ଖେଳି ୯୪ ଗୋଲ ସ୍କୋର କରିଥିଲେ। ସୁନୀଲ ଇତିହାସରେ ଭାରତୀୟ ଦଳ ପାଇଁ ଆଜି ପର୍ଯ୍ୟନ୍ତ ସର୍ବାଧିକ ୪ଟି ହ୍ୟାଟ୍ରିକ୍ ସ୍କୋର କରିଛନ୍ତି।

Sunil Chhetri retires: ଅବସର ନେଲେ ଭାରତୀୟ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ
Image Credit: Indian football player Sunil Chhetri retired

About the Author