IPL 2024: ଆରମ୍ଭରୁ KKRକୁ ଝଟକା, ଚଳିତ ବର୍ଷ ଆଇପିଏଲରୁ ବାଦ ପଡ଼ିପାରନ୍ତି ଏହି ଷ୍ଟାର କ୍ରିକେଟର

IPL 2024: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଇଣ୍ତିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୂମଲ ସୂଚନା ( IPL Chairman Arun Dhumal )ଦେଇଛନ୍ତି। ଚଳିତ ବର୍ଷ ସାଧାରଣ ନିର୍ବାଚନ (general election 2024) ହେବ। ଏହା ସତ୍ତ୍ବେ ପୂରା ଆଇପିଏଲ୍ (IPL)ଭାରତରେ ଖେଳାଯିବ । ପ୍ରଥମେ ୧୫ ଦିନ ଲାଗି କାର୍ଯ୍ୟ ସୂଚୀ ଘୋଷଣା କରାଯିବ। ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ଝଟକା ।

IPL 2024: ଆରମ୍ଭରୁ KKRକୁ ଝଟକା, ଚଳିତ ବର୍ଷ ଆଇପିଏଲରୁ ବାଦ ପଡ଼ିପାରନ୍ତି ଏହି ଷ୍ଟାର କ୍ରିକେଟର

About the Author