Abhishek Sharma: ଆଇପିଏଲ ଷ୍ଟାର ଅଭିଷେକ ଶର୍ମାଙ୍କ ପାଇଁ ବଢିଲା ଅଡୁଆ, ନୋଟିସ ଜାରି କଲା ପୋଲିସ

Abhishek Sharma: ଆଇପିଏଲ ୨୦୨୪ (IPL 2024) ଆରମ୍ଭ ନ ହେଉଣୁ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି ଖେଳାଳି । ଗୁଜରାଟ ମଡ଼େଲ ତାନିଆ ସିଂହଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା (Abhishek Sharma) ।

Abhishek Sharma: ଆଇପିଏଲ ଷ୍ଟାର ଅଭିଷେକ ଶର୍ମାଙ୍କ ପାଇଁ ବଢିଲା ଅଡୁଆ, ନୋଟିସ ଜାରି କଲା ପୋଲିସ

About the Author