Team India New Coach: ପଣ୍ଟିଂ-ଲେଙ୍ଗରକୁ ଦିଆଯାଇନାହିଁ କୌଣସି କୋଚିଂ କରିବାକୁ ଅଫର, ଜୟ ଶାହ କହିଲେ 'ମିଛୁଆ'

Jay Shah On Team India New Coach: ଅଷ୍ଟ୍ରେଲୀୟ ଦୁଇ ପୂର୍ବତନ କ୍ରିକେଟର ରିକି ପଣ୍ଟିଙ୍ଗ ଓ ଜଷ୍ଟିନ ଲେଙ୍ଗରଙ୍କୁ ନେଇ ଖବର ଆସିଥିଲା ​​ଯେ ଉଭୟଙ୍କୁ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍ ପଦବୀ ପାଇଁ ବିସିସିଆଇ ପକ୍ଷରୁ ଯୋଗଯୋଗ କରାଯାଇଛି। ଯାହାକୁ ଜୟ ଶାହ ଅସ୍ୱୀକାର କରି ଦେଇଛନ୍ତି।

Team India New Coach: ପଣ୍ଟିଂ-ଲେଙ୍ଗରକୁ ଦିଆଯାଇନାହିଁ କୌଣସି କୋଚିଂ କରିବାକୁ ଅଫର, ଜୟ ଶାହ କହିଲେ 'ମିଛୁଆ'
Image Credit: Jay Shah On Team India New Coach

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More