India vs Bangladesh T20 WC Match live: ବାଙ୍ଗଲାଦେଶ ମୁହଁରୁ ବିଜୟ ଛଡାଇ ଆଣିଲା ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1421600

India vs Bangladesh T20 WC Match live: ବାଙ୍ଗଲାଦେଶ ମୁହଁରୁ ବିଜୟ ଛଡାଇ ଆଣିଲା ଟିମ୍ ଇଣ୍ଡିଆ

India vs Bangladesh: ଆଡିଲେଡ୍ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି  ।

India vs Bangladesh T20 WC Match live: ବାଙ୍ଗଲାଦେଶ ମୁହଁରୁ ବିଜୟ ଛଡାଇ ଆଣିଲା ଟିମ୍ ଇଣ୍ଡିଆ
LIVE Blog

India vs Bangladesh Live: ଆଡିଲେଡ୍ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୬ ପଏଣ୍ଟ ପାଇ ସେମିଫାଇନାଲ ଯିବାପାଇଁ ନିଜକୁ ସୁଦୃଢ ନେଇଛି । ଭାରତ ପ୍ରଥମେ ଖେଳି ନିର୍ଦ୍ଧାରିତ ୨୦ ଓଭରରେ ୬ ଟି ୱିକେଟ୍ ହରାଇ ୧୮୪ ରନ୍ କରିଥିଲା । ତେବେ ବର୍ଷା ଯୋଗୁଁ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନର ଲକ୍ଷ୍ୟ ମିଳିଥିଲା। ଏହାର ଜବାବରେ ବାଂଲାଦେଶ ଦଳ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା । ଓପନର ଲିଟନ୍ ଦାସ ବାଂଲାଦେଶ ପାଇଁ ମାତ୍ର ୨୭ ବଲରେ ୬୦ ରନ୍ ସଂଗ୍ରହ କରିଥିଲେ, କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସମର୍ଥନ ଦେଇ ପାରିନଥିଲେ । ଭାରତ ପାଇଁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

02 November 2022
17:48 PM

ବାଙ୍ଗଲାଦେଶକୁ ୫ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ  

17:39 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 145/6 (16 ଓଭର)

ବ୍ୟାଟସମ୍ୟାନ
ତସ୍କିନ ଅହମ୍ମଦ: 12 (07 ବଲ୍)
ନୁରୁଲ ହାସନ: 25 (14 ବଲ୍)

16 ତମ ଓଭର (ବୋଲର- ଅର୍ଶଦୀପ ସିଂ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୃର୍ଥ ବଲ: 2
ପଞ୍ଚମ ବଲ : 4
ଷଷ୍ଠ ବଲ : 1

17:33 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 131/6 (15 ଓଭର)

ବ୍ୟାଟସମ୍ୟାନ
ତସ୍କିନ ଅହମ୍ମଦ: 11 (06 ବଲ୍)
ନୁରୁଲ ହାସନ: 12 (08 ବଲ୍)

15 ତମ ଓଭର (ବୋଲର- ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 6
ଚତୃର୍ଥ ବଲ: 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

17:27 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 120/6 (14 ଓଭର)

ବ୍ୟାଟସମ୍ୟାନ
ତସ୍କିନ ଅହମ୍ମଦ: 00 (02 ବଲ୍)
ନୁରୁଲ ହାସନ: 12 (07 ବଲ୍)

14 ତମ ଓଭର (ବୋଲର- ଅର୍ଶଦୀପ ସିଂ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 2
ତୃତୀୟ ବଲ : L1
ଚତୃର୍ଥ ବଲ: L1
ପଞ୍ଚମ ବଲ : 2
ଷଷ୍ଠ ବଲ : 2

17:21 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 108/6 (13 ଓଭର)

ବ୍ୟାଟସମ୍ୟାନ
ତସ୍କିନ ଅହମ୍ମଦ: 00 (01 ବଲ୍)
ନୁରୁଲ ହାସନ: 02 (02 ବଲ୍)

12 ତମ ଓଭର (ବୋଲର- ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : W (ଆସିର ଅଲ୍ଲୀ ଆଉଟ 1(3))
ତୃତୀୟ ବଲ : 6
ଚତୃର୍ଥ ବଲ: 0
ପଞ୍ଚମ ବଲ : W (ମୋସାଦେକ୍ ହୁସେନ୍ ଆଉଟ 6(3) [6s-1])
ଷଷ୍ଠ ବଲ : 0

17:19 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 101/4 (12 ଓଭର)

ବ୍ୟାଟସମ୍ୟାନ
ଆଫିଫ ହୁସେନ୍: 03 (01 ବଲ୍)
ଆସିର ଅଲ୍ଲୀ: 01 (02 ବଲ୍)

12 ତମ ଓଭର (ବୋଲର- ଅର୍ଶଦୀପ ସିଂ)
ପ୍ରଥମ ବଲ : W (ଆଫିଫ ହୁସେନ୍ ଆଉଟ 3(5))
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୃର୍ଥ ବଲ: 0
ପଞ୍ଚମ ବଲ : W (ଶାକିବ ଅଲ ହାସନ ଆଉଟ 13(12) [4s-2])
ଷଷ୍ଠ ବଲ : 1

17:13 PM

ଅର୍ଶଦୀପଙ୍କ ଆତଙ୍କ! ବାଂଲାଦେଶକୁ ଲାଗିଲା ଚତୃର୍ଥ ଝଟକା

 

17:08 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 99/2 (11 ଓଭର)

ବ୍ୟାଟସମ୍ୟାନ
ଆଫିଫ ହୁସେନ୍: 03 (04 ବଲ୍)
ଶାକିବ ଅଲ ହାସନ: 13 (10 ବଲ୍)

11 ତମ ଓଭର (ବୋଲର- ରବିଚନ୍ଦ୍ରନ୍ ଅଶ୍ୱିନ୍)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୃର୍ଥ ବଲ: 4
ପଞ୍ଚମ ବଲ : 1WD 
ଅତିରିକ୍ତ ବଲ: 1
ଷଷ୍ଠ ବଲ : 1

17:04 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 87/2 (10 ଓଭର)

ବ୍ୟାଟସମ୍ୟାନ
ଆଫିଫ ହୁସେନ୍: 02 (02 ବଲ୍)
ଶାକିବ ଅଲ ହାସନ: 05 (06 ବଲ୍)

ଦଶମ ଓଭର (ବୋଲର- ମହମ୍ମଦ ସାମୀ)
ପ୍ରଥମ ବଲ : W (ନଜମଲ ହୁସେନ୍ 21(25) [4s-1 6s-1])
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୃର୍ଥ ବଲ: 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

17:02 PM

ବାଂଲାଦେଶକୁ ଦ୍ୱିତୀୟ ଝଟକା, ମହମ୍ମଦ ସାମୀ ଦେଲେ ବଡ଼ ସଫଳତା

 

16:57 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 84/1 (09 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 21 (24 ବଲ୍)
ଶାକିବ ଅଲ ହାସନ: 03 (03 ବଲ୍)

ନବମ ଓଭର (ବୋଲର- ରବିଚନ୍ଦ୍ରନ୍ ଅଶ୍ୱିନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୃର୍ଥ ବଲ: 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

16:49 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 74/1 (08 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 13 (20 ବଲ୍)
ଶାକିବ ଅଲ ହାସନ: 01 (01 ବଲ୍)

ଅଷ୍ଟମ ଓଭର (ବୋଲର- ରବିଚନ୍ଦ୍ରନ୍ ଅଶ୍ୱିନ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : W1 (ଲିଟନ୍ ଦାସ ରନ ଆଉଟ 60(27) [4s-7 6s-3])
ତୃତୀୟ ବଲ : 0
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 1

16:13 PM

ବର୍ଷା ପରେ ପୁଣି ଆରମ୍ଭ ହେଲା ମ୍ୟାଚ, ବାଂଲାଦେଶକୁ ମିଳିଲା ୧୫୧ ର ବିଜୟ ଲକ୍ଷ୍ୟ

16:01 PM

ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଛି । କୌଣସି ୱିକେଟ୍ ନ ହରାଇ ବାଂଲାଦେଶ ୭ ଓଭରରେ ୬୬ ରନ୍ ସଂଗ୍ରହ କରିଛି । ଡକୱର୍ଥ ଲୁଇସର ନିୟମ ଅନୁଯାୟୀ ବାଂଲାଦେଶ ଦଳ ୧୭ ରନ୍ ଆଗରେ ରହିଛି ।

15:59 PM

ଆଡିଲେଡରେ ବର୍ଷା ଆରମ୍ଭ, ଖେଳ ବାଧାପ୍ରାପ୍ତ...

15:55 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 66/00 (07 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 07 (16ବଲ୍)
ଲିଟନ୍ ଦାସ: 56 (26 ବଲ୍)

ସପ୍ତମ ଓଭର (ବୋଲର- ଅକ୍ଷର ପଟେଲ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 2
ଷଷ୍ଠ ବଲ : 0

15:50 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 60/00 (06 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 04 (12 ବଲ୍)
ଲିଟନ୍ ଦାସ: 56 (24 ବଲ୍)

ଷଷ୍ଠ ଓଭର (ବୋଲର- ମହମ୍ମଦ ଶାମି)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 6
ତୃତୀୟ ବଲ : 0
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 1

15:45 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 44/00 (05 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 03 (11 ବଲ୍)
ଲିଟନ୍ ଦାସ: 41 (19 ବଲ୍)

ପଞ୍ଚମ ଓଭର (ବୋଲର- ଭୁବନେଶ୍ୱର କୁମାର)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : 3
ଚତୁର୍ଥ ବଲ : 0
ପଞ୍ଚମ ବଲ : 6
ଷଷ୍ଠ ବଲ : 1

15:39 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 35/00 (04 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 02 (10 ବଲ୍)
ଲିଟନ୍ ଦାସ: 33 (14 ବଲ୍)

ଚତୃର୍ଥ ଓଭର (ବୋଲର- ମହମ୍ମଦ ଶାମି )
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : 3
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:35 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 30/00 (03 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 02 (06 ବଲ୍)
ଲିଟନ୍ ଦାସ: 28 (11 ବଲ୍)

ତୃତୀୟ ଓଭର (ବୋଲର- ଭୁବନେଶ୍ୱର କୁମାର)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 6
ତୃତୀୟ ବଲ : 4
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 0

15:29 PM

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 14/00 (02 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 01 (05 ବଲ୍)
ଲିଟନ୍ ଦାସ: 13 (07 ବଲ୍)

ଦ୍ୱିତୀୟ ଓଭର (ବୋଲର- ଅର୍ଶଦୀପ ସିଂ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 4

15:15 PM

ଦ୍ୱିତୀୟ ଇନିଂସ ଆରମ୍ଭ:

ବାଙ୍ଗଲାଦେଶ ଟିମ୍ ସ୍କୋରକାର୍ଡ: 02/00 (01 ଓଭର)

ବ୍ୟାଟସମ୍ୟାନ
ନଜମଲ ହୁସେନ୍: 01 (05 ବଲ୍)
ଲିଟନ୍ ଦାସ: 01 (01 ବଲ୍)

ପ୍ରଥମ ଓଭର (ବୋଲର- ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:09 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 184/6 (20 ଓଭର)

ବ୍ୟାଟସମ୍ୟାନ
ବିରାଟ କୋହଲି: 64 (44 ବଲ୍)
ରବିଚନ୍ଦ୍ରନ୍ ଅଶ୍ୱିନ୍: 13 (06 ବଲ୍)

20 ତମ ଓଭର (ବୋଲର- ଶାରିଫୁଲ ଇସଲାମ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 6
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 2
ଷଷ୍ଠ ବଲ : 1

ପ୍ରଥମ ଇନିଂସ ସମାପ୍ତ, ବାଙ୍ଗଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ

15:04 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 164/6 (19 ଓଭର)

ବ୍ୟାଟସମ୍ୟାନ
ବିରାଟ କୋହଲି: 61 (42 ବଲ୍)
ରବିଚନ୍ଦ୍ରନ୍ ଅଶ୍ୱିନ୍: 02 (02 ବଲ୍)

18 ତମ ଓଭର (ବୋଲର- ହାସନ ମହମୁଦ)
ପ୍ରଥମ ବଲ : W (ଅକ୍ଷର ପଟେଲ ଆଉଟ 7(6) [4s-1])
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 6

14:59 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 157/5 (18 ଓଭର)

ବ୍ୟାଟସମ୍ୟାନ
ବିରାଟ କୋହଲି: 50 (39 ବଲ୍)
ଅକ୍ଷର ପଟେଲ: 07 (05 ବଲ୍)

18 ତମ ଓଭର (ବୋଲର- ମୁସ୍ତାଫିଜୁର ରହମାନ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

14:53 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 150/5 (17 ଓଭର)

ବ୍ୟାଟସମ୍ୟାନ
ବିରାଟ କୋହଲି: 50 (38 ବଲ୍)
ଅକ୍ଷର ପଟେଲ: 00 (00 ବଲ୍)

17 ତମ ଓଭର (ବୋଲର- ଶାରିଫୁଲ ଇସଲାମ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1(WD)
ଅତିରିକ୍ତ ବଲ: 2
ଚତୁର୍ଥ ବଲ : 0
ପଞ୍ଚମ ବଲ : 2
ଷଷ୍ଠ ବଲ : ଆଉଟ (ଦୀନେଶ କାର୍ତ୍ତିକ 7(5) [4s-1])

14:46 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 140/3 (16 ଓଭର)

ବ୍ୟାଟସମ୍ୟାନ
ବିରାଟ କୋହଲି: 46 (34 3ବଲ୍)
ଦୀନେଶ କାର୍ତ୍ତିକ: 02 (03 ବଲ୍)

16 ତମ ଓଭର (ବୋଲର- ହାସନ ମହମୁଦ)
ପ୍ରଥମ ବଲ : W (ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ 5(6))
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1 (NB)
ଅତିରିକ୍ତ ବଲ: 1

14:41 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 130/3 (15 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 40 (31 ବଲ୍)
ହାର୍ଦ୍ଦିକ ପାଣ୍ଡ୍ୟା: 05 (05 ବଲ୍)

15 ତମ ଓଭର (ବୋଲର- ମୁସ୍ତାଫିଜୁର ରହମାନ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 4

14:37 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 119/3 (14 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 32 (28 ବଲ୍)
ହାର୍ଦ୍ଦିକ ପାଣ୍ଡ୍ୟା: 02 (02 ବଲ୍)

14 ତମ ଓଭର (ବୋଲର- ଶାକିବ ଅଲ ହାସନ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : W (ସୂର୍ଯ୍ୟକୁମାର ଯାଦବ ଆଉଟ 30(16) [4s-4])
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

14:32 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 115/2 (13 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 30 (25 ବଲ୍)
ସୂର୍ଯ୍ୟକୁମାର ଯାଦବ: 30 (15 ବଲ୍)

13 ତମ ଓଭର (ବୋଲର- ହାସନ ମହମୁଦ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 4

14:28 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 101/2 (12 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 29 (24 ବଲ୍)
ସୂର୍ଯ୍ୟକୁମାର ଯାଦବ: 17 (10 ବଲ୍)

ଦ୍ୱାଦଶ ଓଭର (ବୋଲର- ଶାକିବ ଅଲ ହାସନ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 2
ଷଷ୍ଠ ବଲ : 1

14:24 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 91/2 (11 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 26 (22 ବଲ୍)
ସୂର୍ଯ୍ୟକୁମାର ଯାଦବ: 11 (6 ବଲ୍)

ଏକାଦଶ ଓଭର (ବୋଲର- ମୁସ୍ତାଫିଜୁର ରହମାନ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1 
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 2
ଷଷ୍ଠ ବଲ : 1

14:18 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 86/2 (10 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 24 (19 ବଲ୍)
ସୂର୍ଯ୍ୟକୁମାର ଯାଦବ: 07 (3 ବଲ୍)

ଦଶମ ଓଭର (ବୋଲର- ଶାକିବ ଅଲ ହାସନ)
ପ୍ରଥମ ବଲ : 2 (କେ.ଏଲ ରାହୁଲଙ୍କ ଅର୍ଦ୍ଧଶତକ )
ଦ୍ୱିତୀୟ ବଲ : 0 (W) (କେ.ଏଲ ରାହୁଲ 50(32) [4s-3 6s-4])
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 2
ଷଷ୍ଠ ବଲ : 4

14:11 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 76/1 (9 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 23 (18 ବଲ୍)
କେ.ଏଲ ରାହୁଲ: 48 (30 ବଲ୍)

ନବମ ଓଭର (ବୋଲର- ଶରିଫୁଲ ଇସଲାମ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 6 (NB)
ଅତିରିକ୍ତ ବୋଲ: 1 (WD)
ଅତିରିକ୍ତ ବୋଲ: 6
ପଞ୍ଚମ ବଲ : 4
ଷଷ୍ଠ ବଲ : 1

14:07 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 52/1 (8 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 18 (15 ବଲ୍)
କେ.ଏଲ ରାହୁଲ: 31 (26 ବଲ୍)

ଅଷ୍ଟମ ଓଭର (ବୋଲର- ଶାକିବ ଅଲ ହାସନ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 1

14:02 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 42/1 (7 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 16 (13 ବଲ୍)
କେ.ଏଲ ରାହୁଲ: 23 (22 ବଲ୍)

ସପ୍ତମ ଓଭର (ତସ୍କିନ ଅହମ୍ମଦ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 1

13:57 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 37/1 (6 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 13 (9 ବଲ୍)
କେ.ଏଲ ରାହୁଲ: 21 (20 ବଲ୍)

ଷଷ୍ଠ ଓଭର (ମୁସ୍ତାଫିଜୁର ରହମାନ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 0

13:53 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 30/1 (5 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 9 (7 ବଲ୍)
କେଏଲ ରାହୁଲ: 18 (16 ବଲ୍)

ଚତୃର୍ଥ ଓଭର (ତସ୍କିନ ଅହମ୍ମଦ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

13:47 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 22/1 (4 ଓଭର )

ବ୍ୟାଟସମ୍ୟାନ
ବିରାଟ କୋହଲି: 1 (1 ବଲ୍)
କେଏଲ ରାହୁଲ: 18 (16 ବଲ୍)

ଚତୃର୍ଥ ଓଭର (ହାସନ ମହମୁଦ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : W (ଚତୃର୍ଥ ଓଭରରେ ଭାରତକୁ ପ୍ରଥମ ଝଟକା, ୨ ରନ କରି ରୋହିତ ଆଉଟ)
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 6
ଷଷ୍ଠ ବଲ : 0

13:45 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 11/00 (3 ଓଭର )

ବ୍ୟାଟସମ୍ୟାନ
ରୋହିତ ଶର୍ମା: 2 (6 ବଲ୍)
କେଏଲ ରାହୁଲ: 8 (13 ବଲ୍)

ତୁତୀୟ ଓଭର (ତସ୍କିନ ଅହମ୍ମଦ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

13:37 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 10/00 (2 ଓଭର )

ବ୍ୟାଟସମ୍ୟାନ
ରୋହିତ ଶର୍ମା: 1 (2 ବଲ୍)
କେଏଲ ରାହୁଲ: 8 (11 ବଲ୍)

ଦ୍ୱୀତିୟ ଓଭର (ଶାରିଫୁଲ ଇସଲାମ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1 (NB)
ଅତିରକ୍ତ ବଲ: 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 6
ଷଷ୍ଠ ବଲ : 0

13:22 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 01/00

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 0 (1 ବଲ୍)
କେଏଲ ରାହୁଲ: 1 (5 ବଲ୍)

ପ୍ରଥମ ଓଭର (ତସ୍କିନ ଅହମ୍ମଦ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

13:12 PM

ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ: କେଏଲ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ

13:11 PM

ବାଂଲାଦେଶ ପ୍ଲେଇଂ ଇଲେଭେନ: ନଜମୁଲ ହୁସେନ୍ ଶାଣ୍ଟୋ, ଲିଟନ୍ ଦାସ, ଶାକିବ ଅଲ୍ ହାସନ୍ (ଅଧିନାୟକ), ଆଫିଫ୍ ହୁସେନ୍, ୟାସିର ଅଲି, ମୋସାଦେକ ହୋସେନ, ଶୋରିଫୁଲ ଇସଲାମ, ନୁରୁଲ ହାସନ, ମୁସ୍ତାଫିଜୁର ରହମାନ, ହାସନ ମହମୁଦ, ତସ୍କିନ ଅହମ୍ମଦ