IND vs NED: ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଭାରତ, ବିଜୟ ଯାତ୍ରା ଜାରି
Advertisement

IND vs NED: ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଭାରତ, ବିଜୟ ଯାତ୍ରା ଜାରି

India vs Netherlands Live Score Updates: ଆଜିର ବ୍ଲଗରେ ଆମେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମ୍ପର୍କରେ ଟିକିନିଖ ଅପଡେଟ ପ୍ରଦାନ କରୁଥିଲୁ। ଆଜିର ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ବୃହତ ବିଜୟ ହାସଲ କରିବା ସହିତ ବିଶ୍ୱକପରେ ବିଜୟଯାତ୍ରା ଜାରି ରଖିଛି ଭାରତ। 

IND vs NED: ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଭାରତ, ବିଜୟ ଯାତ୍ରା ଜାରି
LIVE Blog

India vs Netherlands Live Score Updates: ଆଜିର ଲାଇଭ ବ୍ଲଗକୁ ଏହିଠାରେ ସମାପ୍ତ କରୁଛୁ। ଆଲୋକର ପର୍ବ ଦୀପାବଳି ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଶୁଭରାତ୍ରୀ। 

12 November 2023
21:28 PM

India Vs Netherlands Live Score: ୧୬୦ ରନରେ ଜିତିଲା ଭାରତ

୧୬୦ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି ଭାରତ। ଏହା ସହିତ ବିଶ୍ୱକପରେ ଭାରତ ତାର ବିଜୟ ଯାତ୍ରା ଜାରି ରଖିଛି। ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ସାମ୍ନାରେ ୪୧୦ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଭାରତ। ଦଳ ପକ୍ଷରୁ କେଏଲ ରାହୁଲ (102) ଓ ଶ୍ରେୟାସ ଆୟାର (128*) ଶତକୀୟ ଇନିଂଶ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୬୧, ଶୁବମନ ଗିଲ ୫୧ ଓ ବିରାଟ କୋହଲି ୫୧ ରନ କରିଥିଲେ। ଜବାବରେ ନେଦରଲାଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ନେଦରଲାଣ୍ଡ ପକ୍ଷରୁ ତେଜା ନିଦାମାନୁରୁ ସର୍ବାଧିକ ୫୪ ରନ କରିଥିଲେ। ଭାରତ ପକ୍ଷରୁ ଜଶପ୍ରିତ ବୁମରା, ମହମ୍ମଦ ସିରାଜ, କୂଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 

ଆଜିର ଲାଇଭ ବ୍ଲଗକୁ ଏହିଠାରେ ସମାପ୍ତ କରୁଛୁ। ଆଲୋକର ପର୍ବ ଦୀପାବଳି ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଶୁଭରାତ୍ରୀ। 

21:25 PM

India Vs Netherlands Live Score: ନେଦରଲାଣ୍ଡର ସପ୍ତମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 243/09

ତେଜା ନିଦାମାନୁରୁ: 48
ପଲ ଭାନ ମିକେରେନ: 2

ଭାରତ
ବୋଲର: ଜଶପ୍ରିତ ବୁମରା

47ମ ଓଭର
W.1.1.1.4.0

ଶେଷ ୱିକେଟ
ଆର୍ଯ୍ୟନ ଦତ୍ତ: 5

21:19 PM

India Vs Netherlands Live Score: ନେଦରଲାଣ୍ଡର ସପ୍ତମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 236/08

ତେଜା ନିଦାମାନୁରୁ: 43
ଆର୍ଯ୍ୟନ ଦତ୍ତ: 5

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

46ମ ଓଭର
2.0.1.6.0.0

ଶେଷ ୱିକେଟ
ବାସ ଡି ଲିଡେ: 12

21:17 PM

India Vs Netherlands Live Score: ନେଦରଲାଣ୍ଡର ସପ୍ତମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 227/08

ତେଜା ନିଦାମାନୁରୁ: 37
ଆର୍ଯ୍ୟନ ଦତ୍ତ: 2

ଭାରତ
ବୋଲର: ଜଶପ୍ରିତ ବୁମରା

45ମ ଓଭର
0.0.0.0.1.0

ଶେଷ ୱିକେଟ
ରୋଏଲୋଫ ଭାନ ଦେର ମାରୱେ: 16

21:11 PM

India Vs Netherlands Live Score: ନେଦରଲାଣ୍ଡର ସପ୍ତମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 226/08

ତେଜା ନିଦାମାନୁରୁ: 37
ଆର୍ଯ୍ୟନ ଦତ୍ତ: 1

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

44ମ ଓଭର
1.6.4.W.0.1

ଶେଷ ୱିକେଟ
ରୋଏଲୋଫ ଭାନ ଦେର ମାରୱେ: 16

21:07 PM

India Vs Netherlands Live Score: ନେଦରଲାଣ୍ଡର ସପ୍ତମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 214/07

ତେଜା ନିଦାମାନୁରୁ: 36
ରୋଏଲୋଫ ଭାନ ଦେର ମାରୱେ: 6

ଭାରତ
ବୋଲର: କୂଳଦୀପ ଯାଦବ

43ମ ଓଭର
W.0.0.0.6.0

ଶେଷ ୱିକେଟ
ଲୋଗାନ ଭାନ ବିକ: 16

21:02 PM

India Vs Netherlands Live Score: ନେଦରଲାଣ୍ଡର ଷଷ୍ଠ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 208/06

ତେଜା ନିଦାମାନୁରୁ: 36
ଲୋଗାନ ଭାନ ବିକ: 16

ଭାରତ
ବୋଲର: ମହମ୍ମଦ ଶାମୀ

42ମ ଓଭର
1.1.4.Wd.0.1.0

ଶେଷ ୱିକେଟ
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 45

20:58 PM

India Vs Netherlands Live Score: ନେଦରଲାଣ୍ଡର ଷଷ୍ଠ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 200/06

ତେଜା ନିଦାମାନୁରୁ: 35
ଲୋଗାନ ଭାନ ବିକ: 10

ଭାରତ
ବୋଲର: କୂଳଦୀପ ଯାଦବ

41ମ ଓଭର
0.6.1.2.0.1

ଶେଷ ୱିକେଟ
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 45

20:53 PM

India Vs Netherlands Live Score: ନେଦରଲାଣ୍ଡର ଷଷ୍ଠ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 190/06

ତେଜା ନିଦାମାନୁରୁ: 28
ଲୋଗାନ ଭାନ ବିକ: 7

ଭାରତ
ବୋଲର: ମହମ୍ମଦ ଶାମୀ

40ମ ଓଭର
0.1.4.1.0.1

ଶେଷ ୱିକେଟ
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 45

20:50 PM

India Vs Netherlands Live Score: ନେଦରଲାଣ୍ଡର ଷଷ୍ଠ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 183/06

ତେଜା ନିଦାମାନୁରୁ: 26
ଲୋଗାନ ଭାନ ବିକ: 2

ଭାରତ
ବୋଲର: କୂଳଦୀପ ଯାଦବ

39ମ ଓଭର
0.1.6.2.0.1

ଶେଷ ୱିକେଟ
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 45

20:39 PM

India Vs Netherlands Live Score: ନେଦରଲାଣ୍ଡର ଷଷ୍ଠ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 173/06

ତେଜା ନିଦାମାନୁରୁ: 17
ଲୋଗାନ ଭାନ ବିକ: 1

ଭାରତ
ବୋଲର: ମହମ୍ମଦ ସିରାଜ

38ମ ଓଭର
1.Wd.1.W.0.0.1

ଶେଷ ୱିକେଟ
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 45

20:38 PM

India Vs Netherlands Live Score: ନେଦରଲାଣ୍ଡର ପଞ୍ଚମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 169/05

ତେଜା ନିଦାମାନୁରୁ: 16
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 44

ଭାରତ
ବୋଲର: ମହମ୍ମଦ ସିରାଜ

37ମ ଓଭର
0.0.0.0.0.1

ଶେଷ ୱିକେଟ
ବାସ ଡି ଲିଡେ: 12

20:31 PM

India Vs Netherlands Live Score: ନେଦରଲାଣ୍ଡର ପଞ୍ଚମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 168/05

ତେଜା ନିଦାମାନୁରୁ: 16
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 43

ଭାରତ
ବୋଲର: ମହମ୍ମଦ ସିରାଜ

36ମ ଓଭର
0.L1.1.L4.0.0

ଶେଷ ୱିକେଟ
ବାସ ଡି ଲିଡେ: 12

20:28 PM

India Vs Netherlands Live Score: ନେଦରଲାଣ୍ଡର ପଞ୍ଚମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 162/05

ତେଜା ନିଦାମାନୁରୁ: 16
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 42

ଭାରତ
ବୋଲର: ସୂର୍ଯ୍ୟକୁମାର ଯାଦବ

35ମ ଓଭର
6.6.1.0.0.0

ଶେଷ ୱିକେଟ
ବାସ ଡି ଲିଡେ: 12

20:24 PM

India Vs Netherlands Live Score: ନେଦରଲାଣ୍ଡର ପଞ୍ଚମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 149/05

ତେଜା ନିଦାମାନୁରୁ: 03
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 42

ଭାରତ
ବୋଲର: ଜଶପ୍ରିତ ବୁମରା

34ମ ଓଭର
0.1.0.0.0.0

ଶେଷ ୱିକେଟ
ବାସ ଡି ଲିଡେ: 12

20:19 PM

India Vs Netherlands Live Score: ନେଦରଲାଣ୍ଡର ପଞ୍ଚମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 148/05

ତେଜା ନିଦାମାନୁରୁ: 02
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 42

ଭାରତ
ବୋଲର: ସୂର୍ଯ୍ୟକୁମାର ଯାଦବ

33ମ ଓଭର
1.0.0.1.1.1

ଶେଷ ୱିକେଟ
ବାସ ଡି ଲିଡେ: 12

20:15 PM

India Vs Netherlands Live Score: ନେଦରଲାଣ୍ଡର ପଞ୍ଚମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 144/05

ବାସ ଡି ଲିଡେ: 12
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 40

ଭାରତ
ବୋଲର: ଜଶପ୍ରିତ ବୁମରା

32ମ ଓଭର
0.0.2.0.Wd.1.W

ଶେଷ ୱିକେଟ
ବାସ ଡି ଲିଡେ: 12

20:12 PM

India Vs Netherlands Live Score: ନେଦରଲାଣ୍ଡର ଚତୁର୍ଥ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 140/04

ବାସ ଡି ଲିଡେ: 12
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 37

ଭାରତ
ବୋଲର: ଶୁବମନ ଗିଲ

31ମ ଓଭର
1.0.1.1.1.0

ଶେଷ ୱିକେଟ
ସ୍କଟ ଏଡୱାର୍ଡ୍ସ: 17

20:08 PM

India Vs Netherlands Live Score: ନେଦରଲାଣ୍ଡର ଚତୁର୍ଥ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 136/04

ବାସ ଡି ଲିଡେ: 10
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 35

ଭାରତ
ବୋଲର: ଜଶପ୍ରିତ ବୁମରା

30ମ ଓଭର
0.1.0.0.0.0

ଶେଷ ୱିକେଟ
ସ୍କଟ ଏଡୱାର୍ଡ୍ସ: 17

20:06 PM

India Vs Netherlands Live Score: ନେଦରଲାଣ୍ଡର ଚତୁର୍ଥ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 135/04

ବାସ ଡି ଲିଡେ: 9
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 35

ଭାରତ
ବୋଲର: ଶୁବମନ ଗିଲ

29ମ ଓଭର
1.1.0.4.0.1

ଶେଷ ୱିକେଟ
ସ୍କଟ ଏଡୱାର୍ଡ୍ସ: 17

20:04 PM

India Vs Netherlands Live Score: ନେଦରଲାଣ୍ଡର ଚତୁର୍ଥ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 128/04

ବାସ ଡି ଲିଡେ: 3
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 34

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

28ମ ଓଭର
0.1.Wd.1.0.0.1

ଶେଷ ୱିକେଟ
ସ୍କଟ ଏଡୱାର୍ଡ୍ସ: 17

20:00 PM

India Vs Netherlands Live Score: ନେଦରଲାଣ୍ଡର ଚତୁର୍ଥ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 124/04

ବାସ ଡି ଲିଡେ: 1
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 33

ଭାରତ
ବୋଲର: ବିରାଟ କୋହଲି

27ମ ଓଭର
0.1.2.0.0.2

ଶେଷ ୱିକେଟ
ସ୍କଟ ଏଡୱାର୍ଡ୍ସ: 17

19:58 PM

India Vs Netherlands Live Score: ନେଦରଲାଣ୍ଡର ଚତୁର୍ଥ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 119/04

ବାସ ଡି ଲିଡେ: 0
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 29

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

26ମ ଓଭର
4.0.0.0.4.0

ଶେଷ ୱିକେଟ
ସ୍କଟ ଏଡୱାର୍ଡ୍ସ: 17

19:53 PM

India Vs Netherlands Live Score: ନେଦରଲାଣ୍ଡର ଚତୁର୍ଥ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 111/04

ବାସ ଡି ଲିଡେ: 0
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 21

ଭାରତ
ବୋଲର: ବିରାଟ କୋହଲି

25ମ ଓଭର
1.0.W.0.0.0

ଶେଷ ୱିକେଟ
ସ୍କଟ ଏଡୱାର୍ଡ୍ସ: 17

19:50 PM

India Vs Netherlands Live Score: ନେଦରଲାଣ୍ଡର ତୃତୀୟ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 110/03

ସ୍କଟ ଏଡୱାର୍ଡ୍ସ: 17
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 20

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

24ମ ଓଭର
0.L4.4.1.2.1

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:48 PM

India Vs Netherlands Live Score: ନେଦରଲାଣ୍ଡର ତୃତୀୟ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 98/03

ସ୍କଟ ଏଡୱାର୍ଡ୍ସ: 12
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 17

ଭାରତ
ବୋଲର: ବିରାଟ କୋହଲି

23ମ ଓଭର
0.1.1.0.1.4

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:46 PM

India Vs Netherlands Live Score: ନେଦରଲାଣ୍ଡର ତୃତୀୟ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 91/03

ସ୍କଟ ଏଡୱାର୍ଡ୍ସ: 10
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 12

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

22ମ ଓଭର
0.1.0.0.0.0

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:41 PM

India Vs Netherlands Live Score: ନେଦରଲାଣ୍ଡର ତୃତୀୟ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 90/03

ସ୍କଟ ଏଡୱାର୍ଡ୍ସ:9
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 12

ଭାରତ
ବୋଲର: କୂଳଦୀପ ଯାଦବ

21ମ ଓଭର
1.1.0.1.0.1

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:38 PM

India Vs Netherlands Live Score: ନେଦରଲାଣ୍ଡର ତୃତୀୟ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 86/03

ସ୍କଟ ଏଡୱାର୍ଡ୍ସ: 7
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 10

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

20ମ ଓଭର
0.0.1.0.1.1

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:35 PM

India Vs Netherlands Live Score: ନେଦରଲାଣ୍ଡର ତୃତୀୟ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 83/03

ସ୍କଟ ଏଡୱାର୍ଡ୍ସ: 6
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 08

ଭାରତ
ବୋଲର: କୂଳଦୀପ ଯାଦବ

19ମ ଓଭର
1.0.0.0.1.0

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:33 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 81/03

ସ୍କଟ ଏଡୱାର୍ଡ୍ସ: 5
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 07

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

18ମ ଓଭର
0.0.0.0.0.1

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:30 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 80/03

ସ୍କଟ ଏଡୱାର୍ଡ୍ସ: 4
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 07

ଭାରତ
ବୋଲର: କୂଳଦୀପ ଯାଦବ

17ମ ଓଭର
0.1.0.0.0.4

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:24 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 75/03

ସ୍କଟ ଏଡୱାର୍ଡ୍ସ: 3
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 03

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

16ମ ଓଭର
W.0.2.1.0.0

ଶେଷ ୱିକେଟ
ମ୍ୟାକ୍ସ ଡୋଉଡ: 30

19:20 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 72/02

ମ୍ୟାକ୍ସ ଡୋଉଡ: 30
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 03

ଭାରତ
ବୋଲର: କୂଳଦୀପ ଯାଦବ

15ମ ଓଭର
1.0.0.1.0.0

ଶେଷ ୱିକେଟ
କଲିନ ଆକ୍ରେମାନ: 35

19:17 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 70/02

ମ୍ୟାକ୍ସ ଡୋଉଡ: 29
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 02

ଭାରତ
ବୋଲର: ମହମ୍ମଦ ଶାମୀ

14ମ ଓଭର
1.1.1.0.0.1

ଶେଷ ୱିକେଟ
କଲିନ ଆକ୍ରେମାନ: 35

19:10 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 66/01

ମ୍ୟାକ୍ସ ଡୋଉଡ: 27
ସିବ୍ରାଣ୍ଡ ଏନଜେଲବ୍ରେଚଟ୍: 00

ଭାରତ
ବୋଲର: କୂଳଦୀପ ଯାଦବ

13ମ ଓଭର
W.0.0.0.0.0

ଶେଷ ୱିକେଟ
କଲିନ ଆକ୍ରେମାନ: 35

19:06 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 66/01

ମ୍ୟାକ୍ସ ଡୋଉଡ: 27
କଲିନ ଆକ୍ରେମାନ: 35

ଭାରତ
ବୋଲର: ମହମ୍ମଦ ଶାମୀ

12ମ ଓଭର
1.1.0.0.1.0

ଶେଷ ୱିକେଟ
ୱେସଲି ବାରେସୀ: 4

19:02 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 63/01

ମ୍ୟାକ୍ସ ଡୋଉଡ: 26
କଲିନ ଆକ୍ରେମାନ: 33

ଭାରତ
ବୋଲର: କୂଳଦୀପ ଯାଦବ

11ମ ଓଭର
0.0.0.0.0.1

ଶେଷ ୱିକେଟ
ୱେସଲି ବାରେସୀ: 4

18:59 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 62/01

ମ୍ୟାକ୍ସ ଡୋଉଡ: 26
କଲିନ ଆକ୍ରେମାନ: 32

ଭାରତ
ବୋଲର: ମହମ୍ମଦ ଶାମୀ

10ମ ଓଭର
4.0.0.0.6.0

ଶେଷ ୱିକେଟ
ୱେସଲି ବାରେସୀ: 4

18:53 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 52/01

ମ୍ୟାକ୍ସ ଡୋଉଡ: 16
କଲିନ ଆକ୍ରେମାନ: 32

ଭାରତ
ବୋଲର: ମହମ୍ମଦ ଶାମୀ

ନବମ ଓଭର
4.0.1.0.0.1

ଶେଷ ୱିକେଟ
ୱେସଲି ବାରେସୀ: 4

18:49 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 46/01

ମ୍ୟାକ୍ସ ଡୋଉଡ: 15
କଲିନ ଆକ୍ରେମାନ: 27

ଭାରତ
ବୋଲର: ମହମ୍ମଦ ଶାମୀ

ଅଷ୍ଟମ ଓଭର
0.4.1.1.0.3

ଶେଷ ୱିକେଟ
ୱେସଲି ବାରେସୀ: 4

18:45 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 37/01

ମ୍ୟାକ୍ସ ଡୋଉଡ: 14
କଲିନ ଆକ୍ରେମାନ: 19

ଭାରତ
ବୋଲର: ଜଶପ୍ରିତ ବୁମରା

ସପ୍ତମ ଓଭର
0.1.1.1.4.1

ଶେଷ ୱିକେଟ
ୱେସଲି ବାରେସୀ: 4

18:39 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 29/01

ମ୍ୟାକ୍ସ ଡୋଉଡ: 12
କଲିନ ଆକ୍ରେମାନ: 13

ଭାରତ
ବୋଲର: ମହମ୍ମଦ ସିରାଜ

ଷଷ୍ଠ ଓଭର
4.0.4.4.0.0

ଶେଷ ୱିକେଟ
ୱେସଲି ବାରେସୀ: 4

18:35 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 17/01

ମ୍ୟାକ୍ସ ଡୋଉଡ: 12
କଲିନ ଆକ୍ରେମାନ: 1

ଭାରତ
ବୋଲର: ଜଶପ୍ରିତ ବୁମରା

ପଞ୍ଚମ ଓଭର
0.0.0.0.2.4

ଶେଷ ୱିକେଟ
ୱେସଲି ବାରେସୀ: 4

18:31 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 11/01

ମ୍ୟାକ୍ସ ଡୋଉଡ: 6
କଲିନ ଆକ୍ରେମାନ: 1

ଭାରତ
ବୋଲର: ମହମ୍ମଦ ସିରାଜ

ଚତୁର୍ଥ ଓଭର
1.0.4.0.0.1

ଶେଷ ୱିକେଟ
ୱେସଲି ବାରେସୀ: 4

18:29 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 05/01

ମ୍ୟାକ୍ସ ଡୋଉଡ: 1
କଲିନ ଆକ୍ରେମାନ: 0

ଭାରତ
ବୋଲର: ଜଶପ୍ରିତ ବୁମରା

ତୃତୀୟ ଓଭର
0.0.0.0.0.0

ଶେଷ ୱିକେଟ
ୱେସଲି ବାରେସୀ: 4

18:25 PM

India Vs Netherlands Live Score: ନେଦରଲାଣ୍ଡର ପ୍ରଥମ ୱିକେଟର ପତନ

ଭାରତ: 410/04
ନେଦରଲାଣ୍ଡସ: 05/01

ମ୍ୟାକ୍ସ ଡୋଉଡ: 1
କଲିନ ଆକ୍ରେମାନ: 0

ଭାରତ
ବୋଲର: ମହମ୍ମଦ ସିରାଜ

ଦ୍ୱିତୀୟ ଓଭର
0.0.W.0.0.0

ଶେଷ ୱିକେଟ
ୱେସଲି ବାରେସୀ: 4

17:47 PM

India Vs Netherlands Live Score: ୪୧୧ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ଭାରତ: 410/04
ନେଦରଲାଣ୍ଡସ: 05/00

ମ୍ୟାକ୍ସ ଡୋଉଡ: 1
ୱେସଲି ବାରେସୀ: 4

ଭାରତ
ବୋଲର: ଜଶପ୍ରିତ ବୁମରା

ପ୍ରଥମ ଓଭର
1.0.0.1.3.0

17:41 PM

India Vs Netherlands Live Score: ୪୧୧ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ଭାରତ: 410/04

ଶ୍ରେୟାସ ଆୟାର: 128
ସୂର୍ଯ୍ୟକୁମାର ଯାଦବ: 2

ନେଦରଲ୍ୟାଣ୍ଡସ
ବୋଲର: ବାସ ଡି ଲିଡେ

50ତମ ଓଭର
6.6.1.Wd.1.W.2

ଶେଷ ଓଭର
କେ ଏଲ ରାହୁଲ: 101

17:35 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 393/03

ଶ୍ରେୟାସ ଆୟାର: 127
କେ ଏଲ ରାହୁଲ: 89

ନେଦରଲ୍ୟାଣ୍ଡସ
ବୋଲର: ଲୋଗାନ ଭାନ ବିକ

49ତମ ଓଭର
6.6.1.1.Wd.6.4

ଶେଷ ଓଭର
ବିରାଟ କୋହଲି: 51

17:31 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 368/03

ଶ୍ରେୟାସ ଆୟାର: 104
କେ ଏଲ ରାହୁଲ: 88

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

48ତମ ଓଭର
1.1.4.1.1.0

ଶେଷ ଓଭର
ବିରାଟ କୋହଲି: 51

17:26 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 360/03

ଶ୍ରେୟାସ ଆୟାର: 102
କେ ଏଲ ରାହୁଲ: 82

ନେଦରଲ୍ୟାଣ୍ଡସ
ବୋଲର: ଲୋଗାନ ଭାନ ବିକ

47ତମ ଓଭର
1.1.1.4.6.1 

ଶେଷ ଓଭର
ବିରାଟ କୋହଲି: 51

17:22 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 346/03

ଶ୍ରେୟାସ ଆୟାର: 100
କେ ଏଲ ରାହୁଲ: 70

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡେ

46ତମ ଓଭର
1.4.1.1.1.1 

ଶେଷ ଓଭର
ବିରାଟ କୋହଲି: 51

17:17 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 337/03

ଶ୍ରେୟାସ ଆୟାର: 97
କେ ଏଲ ରାହୁଲ: 64

ନେଦରଲ୍ୟାଣ୍ଡସ
ବୋଲର: ଲୋଗାନ ଭାନ ବିକ

45ତମ ଓଭର
1.0.0.4.1.1 

ଶେଷ ଓଭର
ବିରାଟ କୋହଲି: 51

17:11 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 330/03

ଶ୍ରେୟାସ ଆୟାର: 95
କେ ଏଲ ରାହୁଲ: 59

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

44ତମ ଓଭର
1.1.6.1.6.NB1.1

ଶେଷ ଓଭର
ବିରାଟ କୋହଲି: 51

17:06 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 312/03

ଶ୍ରେୟାସ ଆୟାର: 86
କେ ଏଲ ରାହୁଲ: 51

ନେଦରଲ୍ୟାଣ୍ଡସ
ବୋଲର: ଲୋଗାନ ଭାନ ବିକ

43ତମ ଓଭର
1.1.1.0.4.1

ଶେଷ ଓଭର
ବିରାଟ କୋହଲି: 51

17:00 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 304/03

ଶ୍ରେୟାସ ଆୟାର: 80
କେ ଏଲ ରାହୁଲ: 49

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡେ

42ତମ ଓଭର
0.0.1.Wd.4.1.1

ଶେଷ ଓଭର
ବିରାଟ କୋହଲି: 51

16:57 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 296/03

ଶ୍ରେୟାସ ଆୟାର: 75
କେ ଏଲ ରାହୁଲ: 47

ନେଦରଲ୍ୟାଣ୍ଡସ
ବୋଲର: ଲୋଗାନ ଭାନ ବିକ

41ତମ ଓଭର
1.4.4.1.1.1

ଶେଷ ଓଭର
ବିରାଟ କୋହଲି: 51

16:48 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 284/03

ଶ୍ରେୟାସ ଆୟାର: 73
କେ ଏଲ ରାହୁଲ: 37

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

40ତମ ଓଭର
0.6.0.1.Wd.1.1

ଶେଷ ଓଭର
ବିରାଟ କୋହଲି: 51

16:45 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 274/03

ଶ୍ରେୟାସ ଆୟାର: 65
କେ ଏଲ ରାହୁଲ: 36

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ ଭାନ ଦେର ମାରୱେ

39ତମ ଓଭର
4.2.0.1.1.0

ଶେଷ ଓଭର
ବିରାଟ କୋହଲି: 51

16:42 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 266/03

ଶ୍ରେୟାସ ଆୟାର: 64
କେ ଏଲ ରାହୁଲ: 29

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

38ତମ ଓଭର
1.1.4.1.1.1

ଶେଷ ଓଭର
ବିରାଟ କୋହଲି: 51

16:37 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 257/03

ଶ୍ରେୟାସ ଆୟାର: 62
କେ ଏଲ ରାହୁଲ: 22

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ ଭାନ ଦେର ମାରୱେ

37ତମ ଓଭର
0.0.1.0.4.1

ଶେଷ ଓଭର
ବିରାଟ କୋହଲି: 51

16:33 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 251/03

ଶ୍ରେୟାସ ଆୟାର: 61
କେ ଏଲ ରାହୁଲ: 17

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡେ

36ତମ ଓଭର
0.1.Wd.0.4.0.1

ଶେଷ ଓଭର
ବିରାଟ କୋହଲି: 51

16:30 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 244/03

ଶ୍ରେୟାସ ଆୟାର: 56
କେ ଏଲ ରାହୁଲ: 16

ନେଦରଲ୍ୟାଣ୍ଡସ
ବୋଲର: କଲିନ ଆକ୍ରେମାନ

35ତମ ଓଭର
1.4.Wd.1.0.1.1

ଶେଷ ଓଭର
ବିରାଟ କୋହଲି: 51

16:22 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 235/03

ଶ୍ରେୟାସ ଆୟାର: 54
କେ ଏଲ ରାହୁଲ: 10

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡେ

34ତମ ଓଭର
0.4.1.1.4.1

ଶେଷ ଓଭର
ବିରାଟ କୋହଲି: 51

16:19 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 224/03

ଶ୍ରେୟାସ ଆୟାର: 44
କେ ଏଲ ରାହୁଲ: 09

ନେଦରଲ୍ୟାଣ୍ଡସ
ବୋଲର: କୋଲିନ ଆକ୍ରେମାନ

33ତମ ଓଭର
1.1.1.0.1.1

ଶେଷ ଓଭର
ବିରାଟ କୋହଲି: 51

16:16 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 219/03

ଶ୍ରେୟାସ ଆୟାର: 41
କେ ଏଲ ରାହୁଲ: 07

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡେ

32ତମ ଓଭର
0.0.1.0.0.1

ଶେଷ ଓଭର
ବିରାଟ କୋହଲି: 51

16:12 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 217/03

ଶ୍ରେୟାସ ଆୟାର: 40
କେ ଏଲ ରାହୁଲ: 06

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

31ତମ ଓଭର
1.1.0.4.0.0

ଶେଷ ଓଭର
ବିରାଟ କୋହଲି: 51

16:07 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 211/03

ଶ୍ରେୟାସ ଆୟାର: 35
କେ ଏଲ ରାହୁଲ: 05

ନେଦରଲ୍ୟାଣ୍ଡସ
ବୋଲର: ବାସ ଡି ଲିଡେ

30ତମ ଓଭର
Wd.Wd.1.1.2.1.4.0

ଶେଷ ଓଭର
ବିରାଟ କୋହଲି: 51

16:02 PM

India Vs Netherlands Live Score: ପାଭିଲିଅନ ଫେରିଲେ ବିରାଟ

ଭାରତ: 200/03

ଶ୍ରେୟାସ ଆୟାର: 31
କେ ଏଲ ରାହୁଲ: 00

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

29ତମ ଓଭର
0.1.1.W.0.0

ଶେଷ ଓଭର
ବିରାଟ କୋହଲି: 51

15:57 PM

India Vs Netherlands Live Score: ଅର୍ଦ୍ଧଶତକ ପୂରଣ କଲେ ବିରାଟ

ଭାରତ: 198/02

ଶ୍ରେୟାସ ଆୟାର: 30
ବିରାଟ କୋହଲି: 50

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

28ତମ ଓଭର
4.1.1.0.1.1

ଶେଷ ଓଭର
ରୋହିତ ଶର୍ମା: 61

15:52 PM

India Vs Netherlands Live Score: ମଜବୁତ ସ୍ଥିତିରେ ଭାରତ

ଭାରତ: 190/02

ଶ୍ରେୟାସ ଆୟାର: 24
ବିରାଟ କୋହଲି: 48

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

27ତମ ଓଭର
0.1.1.1.3.0

ଶେଷ ଓଭର
ରୋହିତ ଶର୍ମା: 61

15:47 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 184/02

ଶ୍ରେୟାସ ଆୟାର: 20
ବିରାଟ କୋହଲି: 46

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

26ତମ ଓଭର
0.0.1.1.4.0

ଶେଷ ଓଭର
ରୋହିତ ଶର୍ମା: 61

15:44 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 178/02

ଶ୍ରେୟାସ ଆୟାର: 15
ବିରାଟ କୋହଲି: 45

ନେଦରଲ୍ୟାଣ୍ଡସ
ବୋଲର: ଆର୍ଯ୍ୟନ ଦତ୍ତ

25ତମ ଓଭର
2.1.1.1.0.0

ଶେଷ ଓଭର
ରୋହିତ ଶର୍ମା: 61

15:40 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 173/02

ଶ୍ରେୟାସ ଆୟାର: 11
ବିରାଟ କୋହଲି: 44

ନେଦରଲ୍ୟାଣ୍ଡସ
ବୋଲର: ଲୋଗାନ ଭାନ ବିକ

24ତମ ଓଭର
1.0.1.4.2.0

ଶେଷ ଓଭର
ରୋହିତ ଶର୍ମା: 61

15:38 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 165/02

ଶ୍ରେୟାସ ଆୟାର: 10
ବିରାଟ କୋହଲି: 37

ନେଦରଲ୍ୟାଣ୍ଡସ
ବୋଲର: ଆର୍ଯ୍ୟନ ଦତ୍ତ

23ତମ ଓଭର
4.1.1.0.0.1

ଶେଷ ଓଭର
ରୋହିତ ଶର୍ମା: 61

15:33 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 158/02

ଶ୍ରେୟାସ ଆୟାର: 9
ବିରାଟ କୋହଲି: 31

ନେଦରଲ୍ୟାଣ୍ଡସ
ବୋଲର: ଲୋଗାନ ଭାନ ବିକ

22ତମ ଓଭର
0.0.6.4.0.1

ଶେଷ ଓଭର
ରୋହିତ ଶର୍ମା: 61

15:31 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 147/02

ଶ୍ରେୟାସ ଆୟାର: 9
ବିରାଟ କୋହଲି: 20

ନେଦରଲ୍ୟାଣ୍ଡସ
ବୋଲର: ଆର୍ଯ୍ୟନ ଦତ୍ତ

21ତମ ଓଭର
0.0.4.1.1.1

ଶେଷ ଓଭର
ରୋହିତ ଶର୍ମା: 61

15:25 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 140/02

ଶ୍ରେୟାସ ଆୟାର: 8
ବିରାଟ କୋହଲି: 14

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡେ

20ତମ ଓଭର
1.1.Wd.0.4.0.0

ଶେଷ ଓଭର
ରୋହିତ ଶର୍ମା: 61

15:21 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 133/01

ଶ୍ରେୟାସ ଆୟାର: 3
ବିରାଟ କୋହଲି: 13

ନେଦରଲ୍ୟାଣ୍ଡସ
ବୋଲର: ଆର୍ଯ୍ୟାନ ଦତ୍ତ

19ତମ ଓଭର
1.1.0.0.1.0

ଶେଷ ଓଭର
ରୋହିତ ଶର୍ମା: 61

15:12 PM

India Vs Netherlands Live Score: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 130/01

ଶ୍ରେୟାସ ଆୟାର: 1
ବିରାଟ କୋହଲି: 12

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡେ

18ତମ ଓଭର
0.4.Wd.1.W.0.1

ଶେଷ ଓଭର
ରୋହିତ ଶର୍ମା: 61

15:10 PM

India Vs Netherlands Live Score: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 123/01

ରୋହିତ ଶର୍ମା: 61
ବିରାଟ କୋହଲି: 07

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

17ତମ ଓଭର
0.0.0.1.0.0

ଶେଷ ଓଭର
ଶୁବମନ ଗିଲ: 51

15:06 PM

India Vs Netherlands Live Score: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 122/01

ରୋହିତ ଶର୍ମା: 61
ବିରାଟ କୋହଲି: 06

ନେଦରଲ୍ୟାଣ୍ଡସ
ବୋଲର: ବାସ ଡେ ଲିଡ୍

16ତମ ଓଭର
Wd.0.1.0.0.1.0

ଶେଷ ଓଭର
ଶୁବମନ ଗିଲ: 51

15:02 PM

India Vs Netherlands Live Score: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 119/01

ରୋହିତ ଶର୍ମା: 60
ବିରାଟ କୋହଲି: 05

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

15ତମ ଓଭର
1.6.0.1.1.1

ଶେଷ ଓଭର
ଶୁବମନ ଗିଲ: 51

14:56 PM

India Vs Netherlands Live Score: ରୋହିତଙ୍କର ଅର୍ଦ୍ଧଶତକ ପୂରଣ

ଭାରତ: 109/01

ରୋହିତ ଶର୍ମା: 52
ବିରାଟ କୋହଲି: 03

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

14ତମ ଓଭର
0.0.0.1.0.4

ଶେଷ ଓଭର
ଶୁବମନ ଗିଲ: 51

14:53 PM

India Vs Netherlands Live Score: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 104/01

ରୋହିତ ଶର୍ମା: 48
ବିରାଟ କୋହଲି: 02

ନେଦରଲ୍ୟାଣ୍ଡସ
ବୋଲର:ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

13ତମ ଓଭର
1.1.0.1.0.1

ଶେଷ ଓଭର
ଶୁବମନ ଗିଲ: 51

14:45 PM

India Vs Netherlands Live Score: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 100/01

ରୋହିତ ଶର୍ମା: 46
ବିରାଟ କୋହଲି: 00

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରେନ

12ତମ ଓଭର
Wd.1.1.1.1.W.0

ଶେଷ ଓଭର
ଶୁବମନ ଗିଲ: 51

14:42 PM

India Vs Netherlands Live Score: ଭାରତର ଦମଦାର ଆରମ୍ଭ

ଭାରତ: 95/00

ରୋହିତ ଶର୍ମା: 44
ଶୁବମନ ଗିଲ: 49

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

11ତମ ଓଭର
1.1.0.1.0.4

14:39 PM

India Vs Netherlands Live Score: ଭାରତର ଦମଦାର ଆରମ୍ଭ

ଭାରତ: 91/00

ରୋହିତ ଶର୍ମା: 42
ଶୁବମନ ଗିଲ: 47

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକୀରେନ

ଦଶମ ଓଭର
6.0.0.4.2.0

14:34 PM

India Vs Netherlands Live Score: ଭାରତର ଦମଦାର ଆରମ୍ଭ

ଭାରତ: 79/00

ରୋହିତ ଶର୍ମା: 42
ଶୁବମନ ଗିଲ: 35

ନେଦରଲ୍ୟାଣ୍ଡସ
ବୋଲର: ରୋଇଲୋଫ୍ ଭ୍ୟାନ୍ ଡେର୍ ମେରୱେ

ନବମ ଓଭର
0.4.0.1.0.1

14:33 PM

India Vs Netherlands Live Score: ଭାରତର ଦମଦାର ଆରମ୍ଭ

ଭାରତ: 73/00

ରୋହିତ ଶର୍ମା: 34
ଶୁବମନ ଗିଲ: 37

ନେଦରଲ୍ୟାଣ୍ଡସ
ବୋଲର: ପଲ ଭାନ ମିକେରିନ

ଅଷ୍ଟମ ଓଭର
1.0.0.2.0.6