ରାଜକୋଟରେ ଇତିହାସ ରଚିଲେ ରବି ଅଶ୍ୱିନ, ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ନେଇ କଲେ ଏହି ବଡ଼ ରେକର୍ଡ

Ravi Ashwin 500 Test Wickets: ରବି ଅଶ୍ୱିନ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟର ମାର୍କ ଛୁଇଁଛନ୍ତି। ଭାରତୀୟ ଅଫ୍ ସ୍ପିନର ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ କ୍ରୋଲିଙ୍କୁ ଆଉଟ୍ କରି ଟେଷ୍ଟ ଫର୍ମାଟରେ ଏହି ସଫଳତା ହାସଲ କରିଛନ୍ତି।

ରାଜକୋଟରେ ଇତିହାସ ରଚିଲେ ରବି ଅଶ୍ୱିନ, ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ନେଇ କଲେ ଏହି ବଡ଼ ରେକର୍ଡ
Image Credit: Ravichandran Ashwin

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More