Rohit Sharma: ବିରଳ ରେକର୍ଡ ଅଧିକାରୀ ହୋଇପାରନ୍ତି ରୋହିତ, ଜାଣନ୍ତୁ କଣ ଏହି ରେକର୍ଡ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବେଶ ଆକ୍ରାମକ ପ୍ରଦର୍ଶନ କରିଆସୁଛନ୍ତି। ଜଣେ ଗେମ ଚେଞ୍ଜର ଭାବେ ନଜର ଆସିଛନ୍ତି ରୋହିତ। ତେବେ ରୋହିତ ସାମ୍ନାରେ ରହି ଦଳକୁ ଲିଡ କରିଆସୁଛନ୍ତି। ଚଳିତ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ସ୍କୋରର ଭାବେ ରୋହିତ ସାବ୍ୟସ୍ତ ହୋଇଛନ୍ତି। ସେପଟେ ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚି ସାରିଛି

Rohit Sharma: ବିରଳ ରେକର୍ଡ ଅଧିକାରୀ ହୋଇପାରନ୍ତି ରୋହିତ, ଜାଣନ୍ତୁ କଣ ଏହି ରେକର୍ଡ

About the Author