IND vs BAN: ପ୍ରଥମ ଦିନରେ ଚମକିଲେ ଯଶସ୍ୱୀ, ଅଶ୍ୱିନ ଏବଂ ଜାଡେଜା, ଭଲ ଆରମ୍ଭ ସତ୍ତ୍ୱେ ପଛରେ ରହିଗଲା ବାଂଲାଦେଶ

India vs Bangladesh, 1st Test Match: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ, ଅର୍ଥାତ୍ ୧୯ ସେପ୍ଟେମ୍ବର ୨୦୨୪ ରେ ଭାରତର ସ୍କୋର ୪୨.୨ ଓଭରରେ ୬ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା। ଏହା ପରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଲଢୁଆ ବ୍ୟାଟିଂ ବଳରେ ଦଳ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲା।

IND vs BAN: ପ୍ରଥମ ଦିନରେ ଚମକିଲେ ଯଶସ୍ୱୀ, ଅଶ୍ୱିନ ଏବଂ ଜାଡେଜା, ଭଲ ଆରମ୍ଭ ସତ୍ତ୍ୱେ ପଛରେ ରହିଗଲା ବାଂଲାଦେଶ
Image Credit: IND vs BAN 1st Test Match

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments