Tahsildars Transferred: ୧୦୦ ରୁ ଅଧିକ ତହସିଲଦାରଙ୍କୁ ଟ୍ରାନ୍ସଫର କଲେ ରାଜ୍ୟ ସରକାର, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
Advertisement
Article Detail0/zeeodisha/odisha2477104

Tahsildars Transferred: ୧୦୦ ରୁ ଅଧିକ ତହସିଲଦାରଙ୍କୁ ଟ୍ରାନ୍ସଫର କଲେ ରାଜ୍ୟ ସରକାର, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

118 tahsildars transferred: ଗୁରୁବାର ଦିନ ରାଜ୍ୟରେ ୧୦୦ ରୁ ଅଧିକ ତହସିଲଦାରଙ୍କୁ ଟ୍ରାନ୍ସଫର କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି।

 

118 tahsildars transferred

ଭୁବନେଶ୍ୱର: ଗୁରୁବାର ଦିନ ରାଜ୍ୟରେ ୧୦୦ ରୁ ଅଧିକ ତହସିଲଦାରଙ୍କୁ ଟ୍ରାନ୍ସଫର କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି।

ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ୧୧୮ ତହସିଲଦାରଙ୍କୁ ଟ୍ରାନ୍ସଫର କରାଯାଇଛି ଏବଂ ଅନ୍ୟ ସ୍ଥାନଗୁଡିକରେ ଦାୟିତ୍ୱ ଦିଆଯାଇଛି।

ଏଠାରେ ଦେଖନ୍ତୁ ପୂରା ଲିଷ୍ଟ:

fallback

fallback

fallback