Himachal pradesh: ପାରାଗ୍ଲାଇଡିଂ ସମୟରେ ସେଫ୍ଟି ବେଲ୍ଟ ଖୋଲି ପର୍ଯ୍ୟଟକ ମୃତ

Paragliding Crash in kullu: ପାରାଗ୍ଲାଇଡିଂର ମଜା ନେବା ସମୟରେ ହଠାତ୍ ୨୫୦ ମିଟର ଉଚ୍ଚତାରୁ ଖସିପଡିଲେ ମହିଳା ପର୍ଯ୍ୟଟକ । ହିମାଚଳ ପ୍ରଦେଶର କୁଲ୍ଲୁରେ ଘଟିଥିବା ଏହି ଦୁର୍ଘଟଣାରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Himachal pradesh: ପାରାଗ୍ଲାଇଡିଂ ସମୟରେ ସେଫ୍ଟି ବେଲ୍ଟ ଖୋଲି ପର୍ଯ୍ୟଟକ ମୃତ

About the Author