Similipal National Park: ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଅଟକାଇଲା କଳାବାଘ

ମଧୁବନରେ ରହୁଥିବା ଜୟନ୍ତ ଦାସ ନିଜ ପରିବାର ସହ ଶିମିଳିପାଳ ଯାଇଥିଲେ । ବୁଲାବୁଲି ସାରିବା ପରେ ସନ୍ଧ୍ୟା ୭ଟା ସମୟରେ ଫେରିବା ସମୟରେ ତାଙ୍କ ଗାଡି ନିକଟକୁ ଗୋଟିଏ କଳାବାଘ ଆସିଥିଲା । ଜୟନ୍ତ ଗାଡିଟିକୁ ସ୍ଥିର କରିବା ସହ ଭୟବୀତ ହୋଇଥିଲେ ।

Similipal National Park: ଶିମିଳିପାଳରେ ପର୍ଯ୍ୟଟକଙ୍କୁ ଅଟକାଇଲା କଳାବାଘ

About the Author