• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha State
  • /Crime News: ବନ୍ଦ ଅଫିସ ଘରୁ ୫ଟି ବନ୍ଧୁକ ଜବତ

Crime News: ବନ୍ଦ ଅଫିସ ଘରୁ ୫ଟି ବନ୍ଧୁକ ଜବତ

Crime News: ବନ୍ଦ ଅଫିସ ଘରୁ ୫ଟି ବନ୍ଧୁକ ଜବତ । ବଡ଼ବିଲ ପୋଲିସର ତଦନ୍ତ ଜାରି ।

Written BySoubhagya Ranjan Mishra
Published: Feb 20, 2024, 06:55 PM IST|Updated: Feb 20, 2024, 06:55 PM IST
joinshare
Crime News: ବନ୍ଦ ଅଫିସ ଘରୁ ୫ଟି ବନ୍ଧୁକ ଜବତ

About the Author

Soubhagya Ranjan Mishra

Soubhagya Ranjan Mishra

Trending

  • News
  • Photos
  • Videos
Top 10 News Today: ସରିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ,କ୍ଷମା ମାଗିଲେ

Top 10 News Today: ସରିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ,କ୍ଷମା ମାଗିଲେ

2

PM Modi: କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ,ଜାଣନ୍ତୁ କାରଣ

3

Zee Entertainment Enterprises: 'ଜୀ'କୁ ମିଳିଲା ଆଉ ଏକ ସଫଳତା, ଇଟାଲୀୟ ଫୁଟବଲ୍ ଲିଗ୍ ପାଇଁ...

4

President Droupadi Murmu: ସରିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ଫେରିଲ

5

Odisha Textbook Error Update: ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଗିରଫ ମନୋଜଙ୍କୁ ସର୍ତ୍ତମୂଳକ ଜାମ

କେନ୍ଦୁଝର:  ବଡ଼ବିଲ ଥାନା ଭଦ୍ରାସାହି ନିକଟ ଏକ ସିକ୍ୟୁରିଟି ଅଫିସ ଘର ଭିତରୁ ୫ଟି ବନ୍ଧୁକ ଜବତ କରିଛି ବଡ଼ବିଲ ପୋଲିସ । ତେବେ ଏହି ବନ୍ଧୁକ କାହାର ଏବଂ କିଏ କେଉଁ କାରଣ ପାଇଁ ଏହାକୁ ଆଣିଥିଲା ତାହା ଜାଣିବା ପାଇଁ ବଡ଼ବିଲ ପୋଲିସ ପାଇଁ ତନାଘନା ଜାରି ରହିଛି ।

ସୂଚନା ଅନୁଯାୟୀ, ପି.କେ ଦାସ ନାମକ ଜଣେ ଲୋକ କିଛି ବର୍ଷ ପୂର୍ବେ ଭଦ୍ରାସାହି ଛକ ନିକଟରେ ବ୍ରାଇଟ୍ ସିକ୍ୟୁରିଟି ଏଜେନ୍ସି ନାମକ ଏକ ସିକ୍ୟୁରିଟି ସଂସ୍ଥା ଖୋଲିଥିଲେ । ବ୍ୟାଙ୍କରୁ ଋଣ ନେଇ ସେଠାରେ ଏକ ଅଫିସ ନିର୍ମାଣ କରିଥିଲେ । ପି. କେ ଦାସ ବ୍ୟାଙ୍କ ଋଣ ସୁଝି ନପାରିବାରୁ ଏହି ଅଫିସ ଘରକୁ ବ୍ୟାଙ୍କ ସିଜ୍ କରିବା ସହିତ ସିଲ୍ କରିଥିଲା । କିଛି ଦିନ ପୂର୍ବରୁ ଏହି ଘରକୁ ବ୍ୟାଙ୍କ ନିଲାମ କରି ପୁରୁଷୋତ୍ତମ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲା । ହସ୍ତାନ୍ତର ପରେ ପୁରୁଷୋତ୍ତମ ବାରିକ ଘର ଯାଞ୍ଚ କରୁଥିବା ସମୟରେ ଘର ଭିତରେ ଗୋଟିଏ ବନ୍ଧୁକ ଦେଖିଥିଲେ । ସଙ୍ଗେ ସଙ୍ଗେ ସେ ଏ ସମ୍ପର୍କରେ ବଡ଼ବିଲ ଥାନାଧିକାରୀ ରମାକାନ୍ତ ମୁଦୁଲିଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ବଡ଼ବିଲ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘର ଯାଞ୍ଚ କରିବା ପରେ ସମୁଦାୟ ୫ଟି ବନ୍ଧୁକ ଜବତ ହୋଇଥିଲା ।

Also Read- Odisha Politics: ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସର ୧୦ଦଫା ଅଭିଯୋଗପତ୍ର

Also Read- ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ୩ ଘଣ୍ଟା ଦର୍ଶନ ବନ୍ଦ

Add Zee News as a Preferred Source
TAGS:
crime news
Keonjhar
Odia News
Odisha news