ବାଲେଶ୍ବରରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍‌ ସେବା

କାଲିଠୁ ମୋବାଇଲ୍‌ ଇଣ୍ଟରନେଟ୍‌ ମିଳିବ ବୋଲି କହିଛନ୍ତି । କର୍ଫ୍ୟୁ କୋହଳ ସହ କଟକଣା କମ୍‌ କରାଯିବ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହେବ । ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା ସମୟ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ ।

ବାଲେଶ୍ବରରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍‌ ସେବା

About the Author