ଆଜିଠୁ ସରଗରମ ହେବ ବିଧାନସଭା; ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

Odisha Assembly State Budget Session 2024: ଆଜି ବିଧାନସଭା ବଜେଟ୍ ଅଧିବେଶର ଦ୍ବିତୀୟ ଦିନ (Odisha Assembly State Budget Session 2024 2nd day)। ଗତକାଲି ରାଜ୍ୟପାଳଙ୍କ ଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଆଜି ଗୃହ ଅଧିକ ସରଗରମ୍ ରହିବ ବୋଲି ସମ୍ଭାବନା ରହିଛି। ରାଜ୍ୟସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ କରିଛନ୍ତି ରଣନୀତି।

ଆଜିଠୁ ସରଗରମ ହେବ ବିଧାନସଭା; ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

About the Author