Rahul Gandhi: ଆଜି ଓଡ଼ିଶାରେ ପହଁଞ୍ଚିବେ ରାହୁଲ ଗାନ୍ଧୀ, ବୀରମିତ୍ରପୁରଠାରେ ସ୍ବାଗତ କରିବେ ଦଳୀୟ କର୍ମୀ

Rahul Gandhit: ଗତ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁରରୁ ୨ୟ ପର୍ଯ୍ୟାୟ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି । ଏହି ଯାତ୍ରା ଝାଡ଼ଖଣ୍ତ ଅତିକ୍ରମ କରି ମଙ୍ଗଳବାର ଅପରାହ୍ନ ୨ଟା ୩୦ ମିନିଟ୍ ରେ ଝାଡ଼ଖଣ୍ତ- ଓଡ଼ିଆ ସୀମାରେ ପହଁଞ୍ଚିବ ।

Rahul Gandhi: ଆଜି ଓଡ଼ିଶାରେ ପହଁଞ୍ଚିବେ ରାହୁଲ ଗାନ୍ଧୀ, ବୀରମିତ୍ରପୁରଠାରେ ସ୍ବାଗତ କରିବେ ଦଳୀୟ କର୍ମୀ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author