ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା

Bhubaneswar film festival: ଏହି ଅବସରରେ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ରାତି ୯ଟା ମଧ୍ୟରେ ବିଭିନ୍ନ କ୍ଲାସିକ୍ ତଥା ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ତିନିଦିନ ମଧ୍ୟରେ ଦର୍ଶକମାନେ ସମୁଦାୟ ୧୫ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ।

ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, ପ୍ରଦର୍ଶିତ ହେବ ୧୫ଟି କ୍ଲାସିକ୍ ଓଡ଼ିଆ ସିନେମା
Image Credit: Bhubaneswar film festival

About the Author