Sasmit Patra: ସସ୍ମିତ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର-୨୦୨୩

Sasmit Patra: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ (Biju Janata Dal MP Dr Sasmit Patra) ଶ୍ରେଷ୍ଠ ସାଂସଦ ପୁରସ୍କାର-୨୦୨୩ରେ (Lokmat Parliamentary Awards 2023) ସମ୍ମାନିତ କରାଯାଇଛି। ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ହେଉଛନ୍ତି ଡକ୍ଟର ସସ୍ମିତ ପାତ୍ର (MP Dr Sasmit Patra) । ସେହିପରି, ଲୋକସଭା ସାଂସଦ ଶଶି ଥରୁରଙ୍କୁ (pm sasi tharu) ମଧ୍ୟ ଶ୍ରଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଛି।

Sasmit Patra: ସସ୍ମିତ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର-୨୦୨୩

About the Author