Odisha Politics: ୬ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା
Advertisement
Article Detail0/zeeodisha/odisha2061839

Odisha Politics: ୬ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା

ପୁରୀର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମଗିରି ଏବଂ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ପାଇଁ ପ୍ରମୋଦ ସାମଲଙ୍କୁ ଦାୟିତ୍ୱ ମିଳିଛି । 

Odisha Politics: ୬ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା

ଭୁବନେଶ୍ୱର: ପୁରୀର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ପକ୍ଷରୁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମଗିରି ଏବଂ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ପାଇଁ ପ୍ରମୋଦ ସାମଲଙ୍କୁ ଦାୟିତ୍ୱ ମିଳିଛି । 

ସେହିପରି କାକଟପୁର ଏବଂ ପୁରୀ ନିର୍ବାଚନମଣ୍ଡଳୀ ପାଇଁ କାଶୀନାଥ ରଣାଙ୍କୁ ଦାୟିତ୍ୱ ଦିଆଯାଇଛି । ପିପିଲି ଏବଂ ନିମାପଡା ପାଇଁ ପ୍ରତାପ ଚନ୍ଦ୍ର ମଲ୍ଲିକ ଓ ଭୂପେଶ ଚନ୍ଦ୍ର ପ୍ରଧାନଙ୍କୁ ଯଥାକ୍ରମେ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସମ୍ପର୍କରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପର୍ରକାଶ ଦାସ ପ୍ରେସ୍ ରିଲିଜ୍ ମାଧ୍ୟମରେ ପ୍ରକାଶ କରିଛନ୍ତି ।

Also Read- ପୁରୀ ପରିକ୍ରମା ପ୍ରକଳ୍ପ: ଜାନୁଆରୀ ୧୭ରେ ଘଣ୍ଟ, ଶଙ୍ଖନାଦ ସହ ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Also Read- Flight Cancel: ଘନ କୁହୁଡ଼ି ଯୋଗୁ Cancel ହେଲା ୮୪ରୁ ଅଧିକ ଫ୍ଲାଇଟ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..