Achyuta Samanta: ଅଚ୍ୟୁତ ସାମନ୍ତଙ୍କ ନୂଆ ଷ୍ଟାଇଲ୍‍: ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ିଲେ

Achyuta Samanta: ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷା ଜଗତରେ ବେଶ୍‍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଚ୍ୟୁତ ସାମନ୍ତ। ବିଭିନ୍ନ ଦେଶ ବିଦେଶ ବୁଲି ସେ ପ୍ରଶଂସା ସାଉଁଟିଛନ୍ତି। ଆଜି କିନ୍ତୁ ସାମାଜିକ ଗଣମାଧ୍ୟମରେ ବେଶ୍‍ ଚର୍ଚ୍ଚା ତାଙ୍କର ନୂଆ ଅବତାର, ନୂଆ ଲୁକ୍‍ ତଥା ନୂଆ ଷ୍ଟାଇଲ୍‍କୁ ନେଇ। ଖୋଦ୍‍ ଅଚ୍ୟୁତ ଏହାକୁ ସମସ୍ତଙ୍କ ପାଇଁ ସେୟାର କରିଛନ୍ତି।

Achyuta Samanta: ଅଚ୍ୟୁତ ସାମନ୍ତଙ୍କ ନୂଆ ଷ୍ଟାଇଲ୍‍: ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ିଲେ

About the Author