Curfew Relaxed: ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ଫେରିନି ଇଣ୍ଟରନେଟ ସେବା

କିନ୍ତୁ ଅଧିକାଂଶ ଲୋକେ ମୋବାଇଲରେ ଇଣ୍ଟରନେଟ ଚଳାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଣ୍ଡଗୋଳ ମାମଲାରେ ମୋଟ ୭୪୫ ଜଣଙ୍କୁ ଗିରଫ କରାଯାଇଛି ।

Curfew Relaxed: ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ଫେରିନି ଇଣ୍ଟରନେଟ ସେବା

About the Author