Odisha News: ୨୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ବିଷ ଦେଇ ମାରି ଦେଲେ ମହିଳା !

Odisha News: ଜଗତସିଂହପୁରରେ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡକ। ବିଷ ଦେଇ ଜଣେ ମହିଳା କୋଡିଏରୁ ଉର୍ଦ୍ଧ କୁକୁର ମାରି ଦେଇଥିବା ଥାନାରେ ଅଭିଯୋଗ।

Odisha News: ୨୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ବିଷ ଦେଇ ମାରି ଦେଲେ ମହିଳା !

About the Author