IPS ସ୍ତରରେ ଅଦଳବଦଳ, ବି. ରାଧିକାଙ୍କୁ ନୂଆ ଦାୟିତ୍ୱ
Advertisement
Article Detail0/zeeodisha/odisha2012790

IPS ସ୍ତରରେ ଅଦଳବଦଳ, ବି. ରାଧିକାଙ୍କୁ ନୂଆ ଦାୟିତ୍ୱ

Indian Police Service:  ବର୍ତ୍ତମାନ ପୋଲିସ ରିକ୍ୟୁରୁଟମେଣ୍ଟ୍ ବୋର୍ଡର ଅଧକ୍ଷା ଭାବରେ ନୂଆ ଦାୟିତ୍ୱ ତୁଳାଇବେ ବି ରାଧିକା । ଏଥିସହିତ ଏସଏଫଏସଏଲ ର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବି ରାଧିକା । OPHWCର CEO ଭାବେ ୨୦୦୪ ମସିହାର ଆଇପିଏସ ଅଫିସର ଆଶିଷ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି ।

IPS ସ୍ତରରେ ଅଦଳବଦଳ, ବି. ରାଧିକାଙ୍କୁ ନୂଆ ଦାୟିତ୍ୱ

Indian Police Service: ଆଇପିଏସ ବି ରାଧିକାଙ୍କୁ ନୂଆ ଦାୟିତ୍ୱ ମିଳିଛି । ବର୍ତ୍ତମାନ ପୋଲିସ ରିକ୍ୟୁରୁଟମେଣ୍ଟ୍ ବୋର୍ଡର ଅଧକ୍ଷା ଭାବରେ ନୂଆ ଦାୟିତ୍ୱ ତୁଳାଇବେ ବି ରାଧିକା । ଏଥିସହିତ ଏସଏଫଏସଏଲ ର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବି ରାଧିକା ।

୨୦୦୧ ମସିହା ବ୍ୟାଚ ଆପିଏସ ଅଫିସର ଏସ ସାଇନିଙ୍କୁ CAW&CW (Crime Against Women and Children Wing) ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ OPHWCର CEO ଭାବେ ୨୦୦୪ ମସିହାର ଆଇପିଏସ ଅଫିସର ଆଶିଷ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି ।

Also Read- ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

Also Read- ମାଛ ଏବଂ ମାଂସ ଦୋକାନରେ ଏନଫୋର୍ସମେଣ୍ଟ ଟିମର ଚଢାଉ