ଆଇନଜୀବୀ ଜଗନ୍ନାଥ ରଥ ହେଲେ ସୂଚନା କମିଶନର

ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତା ଜଗନ୍ନାଥ ରଥଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି।। ଏ ନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀ ରଥଙ୍କ ନିଯୁକ୍ତି ପରେ ରାଜ୍ୟ ସୂଚନା କମିଶନରେ ଆୟୁକ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଏବେ ବାଳକୃଷ୍ଣ ମହାପାତ୍ର ଏବଂ ସୁଶାନ୍ତ କୁମାର ମହାନ୍ତି କମି

ଆଇନଜୀବୀ ଜଗନ୍ନାଥ ରଥ ହେଲେ ସୂଚନା କମିଶନର

About the Author