ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ଅନୁମତି ମିଳିଲା, ୨୦୨୦ରୁ ଲାଗିଥିଲା କଟକଣା

୨୦୨୦ ମାର୍ଚ୍ଚ ମାସରୁ ସାମ୍ୱାଦିକଙ୍କୁ ଲୋକସେବା ଭବନକୁ ମନା ହୋଇଥିଲା । କୋଭିଡ ୧୯ ଆଳରେ ଏହି କଟକଣା ଲଗାଇଥିଲେ ବିଜେଡି ସରକାର ।

ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ଅନୁମତି ମିଳିଲା, ୨୦୨୦ରୁ ଲାଗିଥିଲା କଟକଣା

About the Author