ଭୁବନେଶ୍ବରରେ ମୁମ୍ବାଇର ଏନସିବି ଟିମ୍, ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ

Ncbs arrested: ରାତିରେ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନକୁ ଉଠାଇ ନେଇଛି। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ସ୍ୱାସ୍ଥ୍ୟାବସ୍ଥା ଦେଖିବା ପରେ ତାକୁ କୋର୍ଟରେ ହାଜତ କରାଯିବ। ଭୁବନେଶ୍ୱରରୁ ଧରି ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଏହାପରେ ଓଡିଶାରୁ ମୁମ୍ବାଇ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ ଗୁମର ଖୋଲିପାରେ।

ଭୁବନେଶ୍ବରରେ ମୁମ୍ବାଇର ଏନସିବି ଟିମ୍, ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ

About the Author