କଟକ, ଅନୁଗୁଳ ଏବଂ ରାଉରକେଲାରେ ନିଯୁକ୍ତ ହେଲେ ନୂଆ ଏସପି
Advertisement
Article Detail0/zeeodisha/odisha2190026

କଟକ, ଅନୁଗୁଳ ଏବଂ ରାଉରକେଲାରେ ନିଯୁକ୍ତ ହେଲେ ନୂଆ ଏସପି

ଆଜି ରାଜ୍ୟର ୩ ପ୍ରମୁଖ ସ୍ଥାନରେ ନୂଆ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ସେଗୁଡିକ ମଧ୍ୟରେ ରହିଛି କଟକ, ଅନୁଗୁଳ ଏବଂ ରାଉରକେଲା । କଟକ ଡିଏସପି ଭାବେ ପ୍ରକାଶ ଆରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଉରକେଲାର ଏସପି ଭାବେ ବ୍ରିଜେଶ କୁମାର ରାୟ ଏବଂ ଅନୁଗୁଳ ଏସପି ଭାବେ ଉମାଶଙ୍କର ଦାଶଙ୍କୁ ଦାୟିତ୍ୱ ମିଳିଛି ।

କଟକ, ଅନୁଗୁଳ ଏବଂ ରାଉରକେଲାରେ ନିଯୁକ୍ତ ହେଲେ ନୂଆ ଏସପି

ଭୁବନେଶ୍ୱର: ଆଜି ରାଜ୍ୟର ୩ ପ୍ରମୁଖ ସ୍ଥାନରେ ନୂଆ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ସେଗୁଡିକ ମଧ୍ୟରେ ରହିଛି କଟକ, ଅନୁଗୁଳ ଏବଂ ରାଉରକେଲା । କଟକ ଡିଏସପି ଭାବେ ପ୍ରକାଶ ଆରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଉରକେଲାର ଏସପି ଭାବେ ବ୍ରିଜେଶ କୁମାର ରାୟ ଏବଂ ଅନୁଗୁଳ ଏସପି ଭାବେ ଉମାଶଙ୍କର ଦାଶଙ୍କୁ ଦାୟିତ୍ୱ ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଏବଂ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ  ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ କହିଥିଲେ ।\

Also Read- Odisha Politics: କଂଗ୍ରେସ ଛାଡିଲେ ବିଶ୍ୱ ଭୂଷଣ ଦାସ

Also Read- ଆସୁଛି କୋରନାଠୁ ୧୦୦ଗୁଣା ବିପଜ୍ଜନକ ରୋଗ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ