Bhograi MLA: ଭୋଗରାଇ ବିଧାୟକ ଅସୁସ୍ଥ, ଆଇସିୟୁରେ ଚିକିତ୍ସା ଜାରି

ଅସୁସ୍ଥ ଅଛନ୍ତି ବିଜେଡ଼ିର ପୁରୁଖା ନେତା ତଥା ଭୋଗରାଇ ବିଧାୟକ (Bhograi MLA) । ୮୩ ବର୍ଷୀୟ ଅନନ୍ତ ଦାସଙ୍କ (ANANTA DAS) ଚିକିତ୍ସା ଜାରି ରହିଛି । ରବିବାର ସନ୍ଧ୍ୟାରେ ତାଙ୍କୁ ବାଲେଶ୍ବର ଫକୀରମୋହନ ମେଡ଼ିକାଲରେ (Balasore Fakir Mohan Medical) ଭର୍ତ୍ତି କରାଯାଇଛି । ବର୍ତ୍ତମାନରେ ସେ ଆଇସିୟୁରେ (ICU) ତାଙ୍କ ଚିକିତ୍ସା ଜାରି ରହିଛି ।

Bhograi MLA: ଭୋଗରାଇ ବିଧାୟକ ଅସୁସ୍ଥ, ଆଇସିୟୁରେ ଚିକିତ୍ସା ଜାରି

About the Author