Odisha News: ପାରାଦୀପରୁ ୨୫ ଫୁଟର ଅଜଗର ଉଦ୍ଧାର

Odisha News: ପାରାଦୀପରେ ବୁଲୁଛି ଅଜଗର ସାପ । ପାରାଦୀପ ପିପିଏଲ ସାର କାରଖାନା ପରିସରରେ ଏହି ବିଶାଳକାୟ ଅଜଗର ସାପ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏହି କମ୍ପାନୀ ଭିତରେ ଥିବା ''ଡି'' ଟାଇପ କ୍ଵାଟର ପଛ ପଟେ ସାପଟି ଯାଉଥିବା ବେଳେ ପ୍ରଥମେ ପିପିଏଲ୍ ର ସୁରକ୍ଷାକର୍ମୀ ଦେଖି ପିପିଏଲ୍ ର କର୍ତ୍ତୃପକ୍ଷ ଙ୍କୁ ଖବର ଦେଇଥିଲେ। ଯାହାର ଲମ୍ବା ପ୍ରାୟ ୨୦ରୁ ୨୫ଫୁଟ ହେବ ବୋଲି ଅନୁମାନ କରାଯାଉଛି।

Odisha News: ପାରାଦୀପରୁ ୨୫ ଫୁଟର  ଅଜଗର ଉଦ୍ଧାର