Advertisement
Article Detail0/zeeodisha/odisha2384574
Zee OdishaOdisha StateMenstrual leave: ମହିଳା ପାଇଁ ଖୁସି ଖବର, ଏଣିକି ମିଳିବ ପିରିୟର୍ଡସ୍ ଲିଭ୍

Menstrual leave: ମହିଳା ପାଇଁ ଖୁସି ଖବର, ଏଣିକି ମିଳିବ ପିରିୟର୍ଡସ୍ ଲିଭ୍

Menstrual leave: ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆପଣେଇବାକୁ ଯାଉଛନ୍ତି। 

Menstrual leave: ମହିଳା ପାଇଁ ଖୁସି ଖବର, ଏଣିକି ମିଳିବ ପିରିୟର୍ଡସ୍ ଲିଭ୍

Menstrual leave: ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆପଣେଇବାକୁ ଯାଉଛନ୍ତି। ଏଥିରେ ସରକାରୀ ମହିଳା କର୍ମଚାରୀମାନେ  ଗୋଟିଏ ଦିନ ଋତୁସ୍ରାବ ଜନିତ ଛୁଟି ପାଇବେ। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ  ଏହି ନୀତି ଲାଗୁ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଥମ ୧୦୦ ଦିନିଆ କାର୍ଯ୍ୟର ଏକ ଅଂଶ ବିଶେଷ ଭାବେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଆଯାଇଛି। 

ALSO READ: Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏହିସବୁ ବିଜୁଳି ଘଡ଼଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ନୂତନ ନିଯୁକ୍ତି ନେଇ ମିଳିପାରେ ଖୁସି ଖବର!

Add Zee News as a Preferred Source

ଏହାସହ ବାଲ୍ୟ ବିବାହ ରୋକିବାକୁ ସରକାର ଆଉ ଏକ ବଡ଼ ନିସ୍ପତ୍ତି ନେବାକୁ ଯାଉଛନ୍ତି।  ଏଥିପାଇଁ  ୨୦୨୫-୩୦ ଆକ୍ସନ୍ ପ୍ଲାନ ପ୍ରସ୍ତୁତ କରାଯାଇଛି। ପ୍ରତି ଜିଲ୍ଲାରେ ସିପିଡିଓମାନଙ୍କୁ ବାଲ୍ୟ ବିବାହ ନିବାରଣ ଅଧିକାରୀ ଭାବେ ବିବେଚନା କରାଯାଏ। ନୂଆ ବ୍ୟବସ୍ଥାରେ ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ୍ୟ, ସରପଞ୍ଚ ଓ ଆବାସିକ ବିଦ୍ୟାଳୟର  ଓ୍ବାଡେନମାନଙ୍କୁ ସିଏମପିଓ  ଭାବରେ କ୍ଷମତା ଦିଆଯିବ। ସିପିଓଙ୍କ ପରି ସେମାନେ ମଧ୍ୟ ବାଲ୍ୟ ବିବାହ  ରୋକିବାକୁ ଆବଶ୍ୟକ ଆଇନଗତ କ୍ଷମତାପାଇବେ। 

About the Author