Panji Meeting: ପଣା ସଂକ୍ରାନ୍ତି କେବେ? ଆଜି ପାଞ୍ଜି ବୈଠକରେ ନିଆଯିବ ନିଷ୍ପତ୍ତି

Panji Meeting: ପଣା ସଂକ୍ରାନ୍ତି କେବେ? ଏନେଇ ଦୀର୍ଘ ଧରି ଦ୍ବନ୍ଦ ଲାଗି ରହିଛି । ଏହାକୁ ଦୂର କରିବା ନେଇ ସୋମବାର ପୁରୀରେ ବସିବ ପାଞ୍ଜି ବୈଠକ । ପାଞ୍ଜିକାର ଓ ଗଣନାକାରଙ୍କୁ ନେଇ ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

Panji Meeting: ପଣା ସଂକ୍ରାନ୍ତି କେବେ? ଆଜି ପାଞ୍ଜି ବୈଠକରେ ନିଆଯିବ ନିଷ୍ପତ୍ତି

About the Author