Advertisement
Article Detail0/zeeodisha/odisha2495705
Zee OdishaOdisha StateOdisha News: ଅଟ୍ରି ପାସେଞ୍ଜର ହଲ୍ଟ ଉଦଘାଟିତ

Odisha News: ଅଟ୍ରି ପାସେଞ୍ଜର ହଲ୍ଟ ଉଦଘାଟିତ

ଖୋର୍ଦ୍ଧା : ବହୁ ପ୍ରତିକ୍ଷିତ ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତର ପ୍ରସିଦ୍ଧ ପର୍ଯ୍ୟଟନ ଉଷ୍ଣପ୍ରସ୍ରବଣ ସ୍ଥଳୀ ଅଟ୍ରି ଠାରେ ରେଳ ପାସେଞ୍ଜର ହଲ୍ଟ ଉଦଘାଟିତ ହୋଇଯାଇଛି। ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଖୋର୍ଦ୍ଧା- ବଳାଙ୍ଗିର ରେଳପଥର ଖୋର୍ଦ୍ଧା ଟାଉନ ଓ ବେଗୁନିଆ ଷ୍ଟେସନ ମଧ୍ଯରେ ନୂତନ ଭାବେ ନିର୍ମିତ ଏହି ପାସେଞ୍ଜର ହଲ୍ଟ ରେ ଭଦ୍ରକ-ଦଶପଲ୍ଲା, ଭୁ

Odisha News: ଅଟ୍ରି ପାସେଞ୍ଜର ହଲ୍ଟ ଉଦଘାଟିତ

Odisha News: ଖୋର୍ଦ୍ଧା : ବହୁ ପ୍ରତିକ୍ଷିତ ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତର ପ୍ରସିଦ୍ଧ ପର୍ଯ୍ୟଟନ ଉଷ୍ଣପ୍ରସ୍ରବଣ ସ୍ଥଳୀ ଅଟ୍ରି ଠାରେ ରେଳ ପାସେଞ୍ଜର ହଲ୍ଟ ଉଦଘାଟିତ ହୋଇଯାଇଛି। ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଖୋର୍ଦ୍ଧା- ବଳାଙ୍ଗିର ରେଳପଥର ଖୋର୍ଦ୍ଧା ଟାଉନ ଓ ବେଗୁନିଆ ଷ୍ଟେସନ ମଧ୍ଯରେ ନୂତନ ଭାବେ ନିର୍ମିତ ଏହି ପାସେଞ୍ଜର ହଲ୍ଟ ରେ ଭଦ୍ରକ-ଦଶପଲ୍ଲା, ଭୁବନେଶ୍ୱର-ଦଶପଲ୍ଲା ଏବଂ ପୁରୀ- ଦଶପଲ୍ଲା ଟ୍ରେନ ରହଣୀ କରିବ। ଏହି ଟ୍ରେନ ହଲ୍ଟ ଯୋଗୁ ପ୍ରାୟ ୧୫ଖଣ୍ଡ ପଞ୍ଚାୟତ ଲୋକେ ଉପକୃତ ହେବେ।

ଏଥିସହିତ ଉଷ୍ଣପ୍ରସ୍ରବଣ ପର୍ଯ୍ଯଟନ ସ୍ଥଳର ବିକାଶ ସହ ସ୍ଥାନୀୟ ଲୋକେ ଗମନାଗମନ, ଆର୍ଥୀକ ବିକାଶ, ପର୍ଯ୍ଯଟନ ଶିଳ୍ପ ର ବିକାଶ ହୋଇପାରିବ ବୋଲି ସାଂସଦ ଷଡଙ୍ଗୀ କହିଛନ୍ତି। ଅନ୍ଯ ମାନଙ୍କ ମଧ୍ଯରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଡିଆରଏମ ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣ ଏବଂ ରେଳ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଅଟ୍ରି ପାସେଞ୍ଜର ହଲ୍ଟ ଉଦଘାଟିତ। ୧୫ଟି ପଞ୍ଚାୟତ ବାସୀ ହେବେ ଉପକୃତ।

ଖୋର୍ଦ୍ଧା : ବହୁ ପ୍ରତିକ୍ଷିତ ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତର ପ୍ରସିଦ୍ଧ ପର୍ଯ୍ୟଟନ ଉଷ୍ଣପ୍ରସ୍ରବଣ ସ୍ଥଳୀ ଅଟ୍ରି ଠାରେ ରେଳ ପାସେଞ୍ଜର ହଲ୍ଟ ଉଦଘାଟିତ ହୋଇଯାଇଛି। ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଖୋର୍ଦ୍ଧା- ବଳାଙ୍ଗିର ରେଳପଥର ଖୋର୍ଦ୍ଧା ଟାଉନ ଓ ବେଗୁନିଆ ଷ୍ଟେସନ ମଧ୍ଯରେ ନୂତନ ଭାବେ ନିର୍ମିତ ଏହି ପାସେଞ୍ଜର ହଲ୍ଟ ରେ ଭଦ୍ରକ-ଦଶପଲ୍ଲା, ଭୁବନେଶ୍ୱର-ଦଶପଲ୍ଲା ଏବଂ ପୁରୀ- ଦଶପଲ୍ଲା ଟ୍ରେନ ରହଣୀ କରିବ। ଏହି ଟ୍ରେନ ହଲ୍ଟ ଯୋଗୁ ପ୍ରାୟ ୧୫ଖଣ୍ଡ ପଞ୍ଚାୟତ ଲୋକେ ଉପକୃତ ହେବେ।

Add Zee News as a Preferred Source

ଏଥିସହିତ ଉଷ୍ଣପ୍ରସ୍ରବଣ ପର୍ଯ୍ଯଟନ ସ୍ଥଳର ବିକାଶ ସହ ସ୍ଥାନୀୟ ଲୋକେ ଗମନାଗମନ, ଆର୍ଥୀକ ବିକାଶ, ପର୍ଯ୍ଯଟନ ଶିଳ୍ପ ର ବିକାଶ ହୋଇପାରିବ ବୋଲି ସାଂସଦ ଷଡଙ୍ଗୀ କହିଛନ୍ତି। ଅନ୍ଯ ମାନଙ୍କ ମଧ୍ଯରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଡିଆରଏମ ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣ ଏବଂ ରେଳ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

About the Author