Padma Mukha Besha: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ଜାଣନ୍ତୁ ଏହି ବେଶ ପଛର କିମ୍ବଦନ୍ତୀ

Padma Mukha Besha: ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ବରେ ବେଶ କାରିଗରମାନେ ଏହି ପଦ୍ମବେଶକୁ ପ୍ରସ୍ତୁତ କରିଛନ୍ତି । ସଂଧ୍ଯା ଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରାଯିବ । ବଡ଼ ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ ।

Padma Mukha Besha: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ଜାଣନ୍ତୁ ଏହି ବେଶ ପଛର କିମ୍ବଦନ୍ତୀ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author