Advertisement

Big News

alt
Crime Video: ଘର ଭିତରେ ପଶି 3 ମହିଳାଙ୍କୁ ହାଣିଲେ ଅଜଣା ଦୁର୍ବୁତ୍ତ । ବଡ ବୋହୁ ମୃତ୍ୟୁ ବରଣ କରିଥିବା ବେଳେ ସାନ ବୋହୁ ଓ ଶାଶୁ ଗୁରୁତର ଅଛନ୍ତି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁର ଘଟଣା ଘଟିଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଆକ୍ରମଣରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ । ଘରେ କେହିନଥିଲା ବେଳେ ସଂଗବଦ୍ଧ ଭାବେ ଘର ଭିତରେ ପଶି ମହିଳା ମାନଙ୍କୁ ଆକ୍ରମଣ ହୋଇଥିବା ସୁଚନା । 3 ଜଣ ମହିଳାଙ୍କୁ ଭଣ୍ଡାରିପୋଖରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବଡ ବୋହୁ ଝୁନୁଲତା ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସାନ ବୋହୁ ସସ୍ମିତା ସାହୁ ଓ ଶାଶୂ କନକ ଲତା ସାହୁ ଗୁରୁତର ଅଛନ୍ତି ।
Feb 26,2025, 15:52 PM IST
alt
Nov 14,2024, 19:28 PM IST
View More

Trending news