Odisha News: ରାସ୍ତା ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

Odisha News: ଗାଁ କୁ ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ହୋଇପାରୁ ନଥିବା ହେତୁ ସ୍ବାଧିନତାର ସ୍ବାଦ ଚାଖି ନାହାଁନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ମୌଳିକ ସୁବିଧା ରୁ ବଞ୍ଚିତ। ଏମାନେ ମଣିଷ ହେଲେ ବି ବନ୍ୟ ଜୀବଜନ୍ତୁଙ୍କ ସହ ଜଙ୍ଗଲର ପଶୁ ଭଳି ଗାଁ ରେ ବସବାସ କରୁଛନ୍ତି। ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହିଥିବା ମୋହନା ବ୍ଲକ ଅନ୍ତର୍ଗତ ଗୁରଝଳି ପଞ୍ଚାୟତର ଲାଞ୍ଜେରୀ ଓ ଗାଡ଼ଗୋଠ ଗାଁ।

Odisha News: ରାସ୍ତା ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

About the Author