Similipal Tiger Project: ଶିମିଳିପାଳ ଆସିଲା ବାଘୁଣୀ

ଭୁବନେଶ୍ୱର: ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଲା ଗୋଟିଏ ଅଢେଇ ବର୍ଷର ବାଘୁଣୀ। ଏହି ବାଘୁଣୀକୁ ଆଣିବାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ ଗତ ୨୦ ତାରିଖରେ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀକୁ ଗସ୍ତ କରିଥିଲେ। ଗତକାଲି ଏହି ବାଘୁଣୀ ଧରାହେବା ପରେ ଆଇନ କାନୁନ ଅନୁଯାୟୀ ସମସ୍ତ କାଗଜପତ୍ର ହେବା ପରେ ଏହାକୁ ଶିମିଳିପାଳ

Similipal Tiger Project: ଶିମିଳିପାଳ ଆସିଲା ବାଘୁଣୀ

About the Author