Snana Purnima: ଏହି ଦିନ ପଡ଼ୁଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ପହଞ୍ଚିଲା ବାସୁଙ୍ଗା ପାଟ

Snana Purnima: କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏହି ବାସୁଙ୍ଗା ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଯାଇଛି।ଦଇତାପତି ସେବାୟତମାନେ ଏହି ପାଟର ସାମ୍ପୁଲ ଚିହ୍ନଟ କରି ବରାଦ ଦେଇଥିଲେ। ଆଗକୁ ଆଉ ବାସୁଙ୍ଗା ପାଟ ଆବଶ୍ୟକ ପଡିଲେ ଟସର ବ୍ୟବସାୟୀ ଯୋଗାଇଦେବେ ବୋଲି କହିଛନ୍ତି।

Snana Purnima: ଏହି ଦିନ ପଡ଼ୁଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ପହଞ୍ଚିଲା ବାସୁଙ୍ଗା ପାଟ

About the Author