କମ ଖର୍ଚ୍ଚରେ ହୋଇପାରିବ ଷ୍ଟାର୍ଟଅପ କମ୍ପାନୀ; ପଢ଼ନ୍ତୁ ପୂରା ଖବର

Start Up Company: କମ ଖର୍ଚ୍ଚରେ କିଭଳି ଭାବରେ ଏକ ଷ୍ଟାର୍ଟଅପ କମ୍ପାନୀର ରୂପ ଦିଆଯିବ ସେ ନେଇ ଆୟୋଜିତ ଏକ କର୍ମଶାଳାରେ କହିଛନ୍ତି ଅଗ୍ରଣୀ ଆଇଟି ଷ୍ଟାର୍ଟଅପ କମ୍ପାନୀ ପ୍ରିୟାକ୍ୟୁବିଟ ପ୍ରାଇଭେଟ ଲିମିଟେଡ଼ର ପ୍ରତିଷ୍ଠାତା ପ୍ରକାଶ ନାୟକ।

କମ ଖର୍ଚ୍ଚରେ ହୋଇପାରିବ ଷ୍ଟାର୍ଟଅପ କମ୍ପାନୀ; ପଢ଼ନ୍ତୁ ପୂରା ଖବର

About the Author