Odisha News: ପାରାଦୀପରେ ସ୍ଥାପନ ହେବ ଷ୍ଟିଲ ପ୍ଲାଣ୍ଟ, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha News: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଢ଼ିଙ୍କିଆ ଚାରିଦେଶରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଚାଲିଯିବା ପରେ ଜିନ୍ଦଲ ପ୍ରକଳ୍ପକୁ ନେଇ ଲାଗିରହିଥିବା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାର ପାରାଦୀପ ଠାରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନର ସ୍ବପ୍ନ ସାକାର ହେବାକୁ ଯାଉଛି। ଆଜି ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Odisha News: ପାରାଦୀପରେ ସ୍ଥାପନ ହେବ ଷ୍ଟିଲ ପ୍ଲାଣ୍ଟ, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

About the Author