Traffic advisory: ଆସନ୍ତା କାଲି ଶପଥ ଗ୍ରହଣ: ଜୟଦେବ ବିହାରରୁ ନାଲକୋ ଛକ ଗାଡ଼ି ଚଳାଚଳ ବନ୍ଦ, ସୈନକ ସ୍କୁଲରେ ହେବ ପାର୍କିଂସ୍ଥଳ

ଚାରିଚକିଆ ଯାନ ନେଇ ଆସୁଥିବା ଯାତ୍ରୀଙ୍କ ଲାଗି ପାର୍କିଂ ସ୍ଥଳ ଭାବେ ସୈନିକ ସ୍କୁଲ୍‍ ପଡ଼ିଆକୁ ସ୍ଥିର କରାଯାଇଛି। ଏହିଠାରେ ରଖି ନିର୍ଦ୍ଧାରିତ୍‍ ପ୍ରବେଶ ଦ୍ୱାର ଦେଇ ସଭାସ୍ଥଳକୁ ଯିବାକୁ ହେବ।

Traffic advisory: ଆସନ୍ତା କାଲି ଶପଥ ଗ୍ରହଣ: ଜୟଦେବ ବିହାରରୁ ନାଲକୋ ଛକ ଗାଡ଼ି ଚଳାଚଳ ବନ୍ଦ, ସୈନକ ସ୍କୁଲରେ ହେବ ପାର୍କିଂସ୍ଥଳ

About the Author