Top 10 News Today: ରାଜକୋଟରେ ଗେମିଂ ଜୋନରେ ଅଗ୍ନିକାଣ୍ଡ ଯୋଗୁଁ ୨୪ ମୃତ୍ୟୁ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 25th May 2024: ଶନିବାର ଅପରାହ୍ନରେ ଗୁଜୁରାଟର ରାଜକୋଟରେ ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Today: ରାଜକୋଟରେ ଗେମିଂ ଜୋନରେ ଅଗ୍ନିକାଣ୍ଡ ଯୋଗୁଁ ୨୪ ମୃତ୍ୟୁ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Image Credit: Top 10 News Today