Utter Pradesh: ପୋଲିସ୍ କ୍ୟାମେରାରେ କଏଦ ହେଲା 'ଭୂତୁଣୀ', ବର୍ତ୍ତମାନ କରାଯିବ ଯାଞ୍ଚ

Amethi Gaderi village: ସାମ୍ନାରୁ କିଛି ଦେଖାଯାଇନଥିଲା କିନ୍ତୁ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ପୋଲିସକୁ ଆଶ୍ଚର୍ଯ୍ୟ କରିଛି। ପୋଲିସ ଉଠାଇଥିବା ଫଟୋରେ ଜଣେ ସ୍ୱଚ୍ଛ ମହିଳାଙ୍କୁ ଦେଖିବାକୁ ମିଳିଛି। ଏହି କାରଣରୁ ପୂର୍ବ ଅପେକ୍ଷା ଲୋକଙ୍କ ମଧ୍ୟରେ ଅଧିକ ଭୟ ଏବଂ ଆତଙ୍କ ବ୍ୟାପି ଯାଇଛି।

Utter Pradesh: ପୋଲିସ୍ କ୍ୟାମେରାରେ କଏଦ ହେଲା 'ଭୂତୁଣୀ', ବର୍ତ୍ତମାନ କରାଯିବ ଯାଞ୍ଚ
Image Credit: Picture of a woman captured in police camera in Amethi

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More