Budget 2024: କାହାକୁ ଫାଇଦା, କିଏ ହେଲା ନିରାଶ? ଜାଣନ୍ତୁ ଆଜିର ବଜେଟ ବିଷୟରେ କିଛି ଖାସ୍ କଥା

Budget 2024: ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବର୍ଷକୁ ଏକ ଲକ୍ଷରୁ ଅଧିକ ରୋଜଗାର କରିପାରିବେ। ଏହି ଯୋଜନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ୍ରୁଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ । ମହିଳାମାନଙ୍କୁ ଲକ୍ଷପତି ଦିଦି ହେବାକୁ ବିଭିନ୍ନ ପ୍ରକାରର ତାଲିମ ଦିଆଯିବ ।

Budget 2024: କାହାକୁ ଫାଇଦା, କିଏ ହେଲା ନିରାଶ? ଜାଣନ୍ତୁ ଆଜିର ବଜେଟ ବିଷୟରେ କିଛି ଖାସ୍ କଥା

About the Author