Budget 2024: ଦେଶର ତିନି କୋଟି ମହିଳା ହେବେ ଲକ୍ଷପତି ଦିଦି, ଜାଣନ୍ତୁ କେମିତି?

Budget 2024: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ୍ରୁଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ । ମହିଳାମାନଙ୍କୁ ଲକ୍ଷପତି ଦିଦି ହେବାକୁ ବିଭିନ୍ନ ପ୍ରକାରର ତାଲିମ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗ୍ରୁପ କୁ ଡ୍ରୋନ୍ ଯୋଗାଇ ସେମାନଙ୍କୁ ଡ୍ରୋନ୍ କାର୍ଯ୍ୟ ଏବଂ ମରାମତି ପାଇଁ ତାଲିମ ଦିଆଯିବ |

Budget 2024: ଦେଶର ତିନି କୋଟି ମହିଳା ହେବେ ଲକ୍ଷପତି ଦିଦି, ଜାଣନ୍ତୁ କେମିତି?

About the Author